କ୍ୟାପିଟାଲ ଥାନା ଅଞ୍ଚଳରୁ 50ଟି ଚୋରା ମୋବାଇଲ ଜବତ
ଭୁବନେଶ୍ୱର, 13 ସେପ୍ଟେମ୍ବର (ହି.ସ.)- କ୍ୟାପିଟାଲ ଥାନା ଅଞ୍ଚଳରୁ 50ଟି ଚୋରା ମୋବାଇଲ ଜବତ ହୋଇଛି । 5ଜଣ କୁଖ୍ୟାତ ମୋବାଇଲ ଲୁଟେରା ମାନଙ୍କୁ ଗିରଫ କରିଛି ପୋଲିସ । ଲୁଟେରାମାନେମାର୍କେଟ ଓ ମଲ୍ ଅଞ୍ଚଳରୁ ମୋବାଇଲ ଲୁଟ କରୁଥିଲେ । 50ଟି ଚୋରି ମୋବାଇଲକୁ ମାଲିକକୁ ଫେ
କ୍ୟାପିଟାଲ ଥାନା ଅଞ୍ଚଳରୁ 50ଟି ଚୋରା ମୋବାଇଲ     ଜବତ


ଭୁବନେଶ୍ୱର, 13 ସେପ୍ଟେମ୍ବର (ହି.ସ.)- କ୍ୟାପିଟାଲ

ଥାନା ଅଞ୍ଚଳରୁ 50ଟି ଚୋରା ମୋବାଇଲ ଜବତ ହୋଇଛି । 5ଜଣ କୁଖ୍ୟାତ ମୋବାଇଲ ଲୁଟେରା ମାନଙ୍କୁ ଗିରଫ କରିଛି ପୋଲିସ । ଲୁଟେରାମାନେମାର୍କେଟ

ଓ ମଲ୍ ଅଞ୍ଚଳରୁ ମୋବାଇଲ ଲୁଟ କରୁଥିଲେ । 50ଟି ଚୋରି ମୋବାଇଲକୁ

ମାଲିକକୁ ଫେରାଇବ ପୋଲିସ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande