ଏକକ ଅଭିନୟର ସ୍ରଷ୍ଟା କଳାନିଧି ବାଞ୍ଛାନିଧି ଶତପଥୀଙ୍କ ସ୍ମରଣ କଲେ ମୁକେଶ ମହାଲିଙ୍ଗ
ଭୁବନେଶ୍ୱର, 13 ସେପ୍ଟେମ୍ବର (ହି.ସ.)- ଏକକ ଅଭିନୟର ସ୍ରଷ୍ଟା କଳାନିଧି ବାଞ୍ଛାନିଧି ଶତପଥୀଙ୍କ ସ୍ମୃତିଚାରଣ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ନିଜର ଜୀବନ୍ତ ଅଭିନୟ ମାଧ୍ୟମରେ ଦର
ଏକକ ଅଭିନୟର ସ୍ରଷ୍ଟା     କଳାନିଧି ବାଞ୍ଛାନିଧି ଶତପଥୀଙ୍କ ସ୍ମରଣ କଲେ ମୁକେଶ ମହାଲିଙ୍ଗ


ଭୁବନେଶ୍ୱର, 13 ସେପ୍ଟେମ୍ବର (ହି.ସ.)- ଏକକ ଅଭିନୟର

ସ୍ରଷ୍ଟା କଳାନିଧି ବାଞ୍ଛାନିଧି ଶତପଥୀଙ୍କ ସ୍ମୃତିଚାରଣ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.

ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ନିଜର ଜୀବନ୍ତ

ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ଆକୃଷ୍ଠ କରୁଥିବା ଏକକ ଅଭିନୟର ସ୍ରଷ୍ଟା କଳାନିଧି ବାଞ୍ଛାନିଧି

ଶତପଥୀଙ୍କ ପୂଣ୍ୟତିଥିରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande