ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକର ମୃତ୍ୟୁ
ଗଂଜାମ, 13 ସେପ୍ଟେମ୍ବର (ହି.ସ.) ଦୁଇ ଦିନ ପୂର୍ବେ ବ୍ରହ୍ମପୁର ମେଣ୍ଟୁ ଛକରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମ ହତ୍ୟା ଉଦ୍ୟମ କରିଥିବା ଯୁବକ ସୁରଜ ସାହୁର ଗତକାଲି ରାତିରେ ଭୁବନେଶ୍ବର ଏମ୍ସ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଗୁରୁତର ଅବସ୍ଥା ରେତାକୁ ପ୍ରଥମେ ବ୍ରହ୍ମପୁର ବଡ
ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକର ମୃତ୍ୟୁ


ଗଂଜାମ, 13 ସେପ୍ଟେମ୍ବର (ହି.ସ.)

ଦୁଇ ଦିନ ପୂର୍ବେ ବ୍ରହ୍ମପୁର ମେଣ୍ଟୁ ଛକରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମ ହତ୍ୟା ଉଦ୍ୟମ କରିଥିବା ଯୁବକ ସୁରଜ ସାହୁର ଗତକାଲି ରାତିରେ ଭୁବନେଶ୍ବର ଏମ୍ସ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଗୁରୁତର ଅବସ୍ଥା ରେତାକୁ ପ୍ରଥମେ ବ୍ରହ୍ମପୁର ବଡଡାକ୍ତର ଖାନାରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଥିଲା । ପାରିବାରିକ ଅଶାନ୍ତି କାରଣରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ବଡବଜାର ପୁଲିସ୍ ଘଟଣାର ତଦନ୍ତ କରୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande