ଜୟପୁର, 17 ସେପ୍ଟେମ୍ବର (ହି.ସ.)ଜୟପୁର ରେ ବିଭିନ୍ନ ଅନୁଷ୍ଠାନ ତରଫରୁ ବିଶ୍ୱକର୍ମାପୁଜା ଅନୁଷ୍ଠିତ ହୋଇଛି । ଜୟପୁର ବ୍ଲକ କାଯ୍ୟାଳୟ,ରାସ୍ତା ଓ ଗୃହ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଙ୍କ କାଯ୍ୟାଳୟ, ଜନ ସ୍ୱାସ୍ଥ୍ୟ ବିଭାଗ କନୀଷ୍ଠ ଯନ୍ତ୍ରୀଙ୍କ କାଯ୍ୟାଳୟ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଉପଖଣ୍ଡ. ଆମ୍ବାଗୁଡା ସ୍ଥିତ ଆଇଟିଆଇ, କୋରାପୁଟ ପଲିଟେକନିକ ଅନୁଷ୍ଠାନ ,ନିର୍ମାଣ ଶ୍ରମିକ ମିଳିତ ସଂଘ, ସ୍ଥାନୀୟ ଶ୍ରମିକ ସଂଘ, ମା ଜଗତଜନନୀ ପିକଅପ ମୋଟର ଚାଳକ ସଂଘ, ବିଶ୍ୱ କର୍ମା ପୁଜା ଅନୁଷ୍ଠିତ ହୋଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି