ବଲାଙ୍ଗିର ଶ୍ରୀ ରାମ ଚରିତ ମାନସ ମନ୍ଦିର ରେ ବାନବାସୀ ବ୍ୟାସ କଥାକାର ସୁଶ୍ରୀ ସଂଗୀତା କିଶୋରୀଜୀ ଙ୍କ ଶିବପୁରାଣ କଥା
ବଲାଙ୍ଗିର, 17 ସେପ୍ଟେମ୍ବର (ହି.ସ.)ବଲାଙ୍ଗିର ସ୍ଥିତ ଶ୍ରୀରାମ ଚରିତ ମାନସ ମନ୍ଦିର ଠାରେ ଆଜି ଠାରୁ ୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଏକଲ ଅଭିଯାନ ଶ୍ରିହରୀ କଥା ଯୋଜନା ବନବାସୀ ବିକାଶ ଟ୍ରଷ୍ଟ ଙ୍କ ନିର୍ଦ୍ଦେଶନାରେ ଶ୍ରୀ ଶିବ ପୁରାଣ କଥା ଆଲୋଚନା ଓ ବ୍ୟାଖ୍ୟା ଅନୁଷ୍ଟିତ ହେଉଛି। ଝାଡ଼ଖଣ୍ଡ ରାଞ୍ଚି ର ବନ
ବଲାଙ୍ଗିର ଶ୍ରୀ ରାମ ଚରିତ ମାନସ ମନ୍ଦିର ରେ ବାନବାସୀ ବ୍ୟାସ କଥାକାର ସୁଶ୍ରୀ ସଂଗୀତା କିଶୋରୀଜୀ ଙ୍କ ଶିବପୁରାଣ କଥା


ବଲାଙ୍ଗିର ଶ୍ରୀ ରାମ ଚରିତ ମାନସ ମନ୍ଦିର ରେ ବାନବାସୀ ବ୍ୟାସ କଥାକାର ସୁଶ୍ରୀ ସଂଗୀତା କିଶୋରୀଜୀ ଙ୍କ ଶିବପୁରାଣ କଥା


ବଲାଙ୍ଗିର ଶ୍ରୀ ରାମ ଚରିତ ମାନସ ମନ୍ଦିର ରେ ବାନବାସୀ ବ୍ୟାସ କଥାକାର ସୁଶ୍ରୀ ସଂଗୀତା କିଶୋରୀଜୀ ଙ୍କ ଶିବପୁରାଣ କଥା


ବଲାଙ୍ଗିର ଶ୍ରୀ ରାମ ଚରିତ ମାନସ ମନ୍ଦିର ରେ ବାନବାସୀ ବ୍ୟାସ କଥାକାର ସୁଶ୍ରୀ ସଂଗୀତା କିଶୋରୀଜୀ ଙ୍କ ଶିବପୁରାଣ କଥା


ବଲାଙ୍ଗିର, 17 ସେପ୍ଟେମ୍ବର (ହି.ସ.)ବଲାଙ୍ଗିର ସ୍ଥିତ ଶ୍ରୀରାମ ଚରିତ ମାନସ ମନ୍ଦିର ଠାରେ ଆଜି ଠାରୁ ୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଏକଲ ଅଭିଯାନ ଶ୍ରିହରୀ କଥା ଯୋଜନା ବନବାସୀ ବିକାଶ ଟ୍ରଷ୍ଟ ଙ୍କ ନିର୍ଦ୍ଦେଶନାରେ ଶ୍ରୀ ଶିବ ପୁରାଣ କଥା ଆଲୋଚନା ଓ ବ୍ୟାଖ୍ୟା ଅନୁଷ୍ଟିତ ହେଉଛି। ଝାଡ଼ଖଣ୍ଡ ରାଞ୍ଚି ର ବନବାସୀ ବ୍ୟାସ କଥାକାର ସୁଶ୍ରୀ ସଂଗୀତା କିଶୋରୀ ଜୀ ଓ ତାଙ୍କର ଟୋଲି ପ୍ରତ୍ୟହ ଦିନ ୩ ଘଣ୍ଟ୩୦ ରୁ ସନ୍ଧ୍ୟା ୬ ଘଣ୍ଟ ୩୦ ପର୍ଯ୍ୟନ୍ତ ଅନୁଷ୍ଟିତ ହେଉଛି। କଥାକୁ ଆୟୋଜନ କରୁଛନ୍ତି ବଲାଙ୍ଗିର ଏକଲ ଅଭିଯାନ ଓ ହରିକଥା ଯୋଜନା ପରିବାର ର ଭଉଣୀ ଆଶା ଅଗ୍ରୱାଲ ଓ ଅନ୍ୟ ଭଉଣୀ ମାନେ। ସହଯୋଗ କରୁଛନ୍ତି ଶ୍ରୀରାମ ଚରିତ ମାନସ ମନ୍ଦିର ଟ୍ରଷ୍ଟ ସଦସ୍ୟ ଗଣ। ପ୍ରତିକୂଳ ପାଗ ସତ୍ତ୍ୱେ ଗତ କାଲି ଆରମ୍ଭ ହୋଇଥିବ ଏହି କଥା ଶ୍ରାବଣ କରିବାକୁ ଶ୍ରଦ୍ଧାଳୁ ମହିଳା ଓ ପୁରୁଷ ମାନେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande