ନଗର ମଣ୍ଡଳ ପକ୍ଷରୁ ସେବା ପକ୍ଷ ଆରମ୍ଭ
କେନ୍ଦୁଝର, 17 ସେପ୍ଟେମ୍ବର (ହି.ସ.)ଆଜି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମ ଦିନ। ଏହି ଦିବସକୁ ବିଜେପି ପକ୍ଷରୁ ସେବା ଦିବସ ପାଳନ କରାଯାଉଛି। ଏହି ଅବସରରେ ନଗର ମଣ୍ଡଳ ବିଜେପି ପକ୍ଷରୁ ସନ୍ଧ୍ୟାରେ ସ୍ଥାନୀୟ ରାମ ମନ୍ଦିରରେ ଦୀପ ଜାଳି ପୂଜାର୍ଚ୍ଚନା କରାଯାଇଛି। ଏହି ଅବସରରେ ଜିଲ୍ଲ
ନଗର ମଣ୍ଡଳ ପକ୍ଷରୁ ସେବା ପକ୍ଷ ଆରମ୍ଭ


କେନ୍ଦୁଝର, 17 ସେପ୍ଟେମ୍ବର (ହି.ସ.)ଆଜି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମ ଦିନ। ଏହି ଦିବସକୁ ବିଜେପି ପକ୍ଷରୁ ସେବା ଦିବସ ପାଳନ କରାଯାଉଛି। ଏହି ଅବସରରେ ନଗର ମଣ୍ଡଳ ବିଜେପି ପକ୍ଷରୁ ସନ୍ଧ୍ୟାରେ ସ୍ଥାନୀୟ ରାମ ମନ୍ଦିରରେ ଦୀପ ଜାଳି ପୂଜାର୍ଚ୍ଚନା କରାଯାଇଛି। ଏହି ଅବସରରେ ଜିଲ୍ଲାର ବରିଷ୍ଠ ବିଜେପି ନେତା ଅନୁବ୍ରତ ବେହେରା, ବିଶ୍ୱଜିତ ତ୍ରିପାଠୀ, ସୁବ୍ରତ ମହାନ୍ତିଙ୍କ ସହ ବହୁ ବିଜେପି ନେତା ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande