କେନ୍ଦୁଝର, ୧୭ ସେପ୍ଟେମ୍ବର (ହି.ସ.) - କେନ୍ଦୁଝର ଶୁଆକାଠି ଗନ୍ଧମକ୍ଷର୍ଦ୍ଦନ ମାଇନ୍ସ ରେଜିଓନାଲ ମେନେଜର ଭାବେ ପଙ୍କଜ ମହାନ୍ତଙ୍କ ଯୋଗଦାନ କରିଛନ୍ତି । ଶ୍ରୀ ମହାନ୍ତ ଜଣେ ଅଭିଜ୍ଞତା ବିଜ୍ଞ ଓ ମେଳାପୀ ଲୋକ, ଏହା ପୂର୍ବରୁ ଗୁୱାଲୀ ଠାରେ ସୁଚାରୁ ରୂପେ କାର୍ଯ୍ୟ ନିର୍ବାହ କରିଥିଲେ । ସେଠାରେ କାର୍ଯ୍ୟଦକ୍ଷତା ବଳରେ ଶୁଆକାଠି ମାଇନ୍ସ ଯୋଗ ଦେବା ପରେ, ଆଂଚଳିକ ଟ୍ରକ ଆସୋସିଏସନ ର ସମ୍ପକ୍ଷଦକ ସଂଜିତ ବାରିକ, ରଣଜିତ ବାରିକ, ଜଗଦୀଶ ବାରିକ, ଶ୍ରୀକାନ୍ତ ବେହେରା, କରୁଣାକର ଦେହୁରୀ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ । ଆଗାମୀ ଦିନ ଗୁଡିକ ଶୃଖଳିତ ଭାବରେ କାମ କିପରି ହେବ ସେ ବିଷୟ ନେଇ ଆଲୋଚନା ମଧ୍ୟ ଉପସ୍ଥାପନ କରିଥିଲେ । ଉଭୟଙ୍କ ପରସ୍ପର ସୁସମ୍ପର୍କ ସୁଦୃଢ ଶାନ୍ତି ବଜାଇ ରହିବ ଆଶା ପ୍ରଖଟ କରିଛନ୍ତି । ଏହାକୁ ଆଂଚଳିକ ଟ୍ରକ ଆସୋସିଏସନ ସମସ୍ତ କର୍ମକର୍ତା ମନରେ ଖୁସିର ମହଲ ସୃଷ୍ଟି ହୋଇଛି ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA