‘ଏକ ପେଡ୍ ମା’ କେ ନାମ ୨.୦’ ଅଭିଯାନରେ ଗ୍ରାମ୍‌ଯ ଉନ୍ନୟନ ବିଭାଗର ସକ୍ରିୟ ଅଂଶଗ୍ରହଣ
ଭୁବନେଶ୍ୱର,୧୭ ସେପ୍ଟେମ୍ବର (ହି.ସ)- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ଆରମ୍ଭ ହୋଇଥିବା ‘ଏକ ପେଡ୍ ମା କେ ନାମ ୨.୦’ ଅଭିଯାନ ଅଧୀନରେ ରାଜ୍ୟ ବ୍ୟାପୀ ଏକ କୋଟିରୁ ଅଧିକ ଚାରା ରୋପଣ କରାଯାଇପାରିଛି । ଗ୍ରାମ୍ୟ ଉନ୍ନୟନ ବିଭାଗର ମଣ୍ଡଳ ଓ କ୍ଷେତ୍ର କାର୍ଯ୍ୟଳୟଗୁଡ଼ିକର କ୍ଷେତ୍ର
‘ଏକ ପେଡ୍ ମା’ କେ ନାମ ୨.୦’ ଅଭିଯାନରେ ଗ୍ରାମ୍‌ଯ ଉନ୍ନୟନ ବିଭାଗର ସକ୍ରିୟ ଅଂଶଗ୍ରହଣ


ଭୁବନେଶ୍ୱର,୧୭ ସେପ୍ଟେମ୍ବର (ହି.ସ)- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ଆରମ୍ଭ ହୋଇଥିବା ‘ଏକ ପେଡ୍ ମା କେ ନାମ ୨.୦’ ଅଭିଯାନ ଅଧୀନରେ ରାଜ୍ୟ ବ୍ୟାପୀ ଏକ କୋଟିରୁ ଅଧିକ ଚାରା ରୋପଣ କରାଯାଇପାରିଛି । ଗ୍ରାମ୍ୟ ଉନ୍ନୟନ ବିଭାଗର ମଣ୍ଡଳ ଓ କ୍ଷେତ୍ର କାର୍ଯ୍ୟଳୟଗୁଡ଼ିକର କ୍ଷେତ୍ରସ୍ତରୀୟ ଅଧିକାରୀମାନେ ଏହି ବ୍ୟାପକ ଚାରାରୋପଣ ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ବିଭାଗର ସକ୍ରିୟ ପ୍ରୟାସକୁ ପ୍ରଶଂସା କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande