କୃଷକ କଲ୍ୟାଣ ମଞ୍ଚ ର ବୈଠକ
ଜୟପୁର, ୧୮ ସେପ୍ଟେମ୍ବର (ହି.ସ.)- ଜୟପୁର ବ୍ଲକ ଜାମୁଣ୍ଡା ପଞ୍ଚାୟତ ର ବୋଦାଗୁଡା ଠାରେ କୃଷକ କଲ୍ୟାଣ ମଞ୍ଚ ର ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକ ସଭାପତି ଚିରଞ୍ଜିବି ପଟନାୟକ, କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର ପାଣି, ସମ୍ପାଦକ କେ ଶରତକୁମାର, ସହ ସମ୍ପାଦକ ଗଣେଶ ଗାଦବl ପ୍ରମୁଖ ମଞ୍ଚlସିନ ଥି
କୃଷକ କଲ୍ୟାଣ ମଞ୍ଚ ର ବୈଠକ


ଜୟପୁର, ୧୮ ସେପ୍ଟେମ୍ବର (ହି.ସ.)- ଜୟପୁର ବ୍ଲକ ଜାମୁଣ୍ଡା ପଞ୍ଚାୟତ ର ବୋଦାଗୁଡା ଠାରେ କୃଷକ କଲ୍ୟାଣ ମଞ୍ଚ ର ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକ ସଭାପତି ଚିରଞ୍ଜିବି ପଟନାୟକ, କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର ପାଣି, ସମ୍ପାଦକ କେ ଶରତକୁମାର, ସହ ସମ୍ପାଦକ ଗଣେଶ ଗାଦବl ପ୍ରମୁଖ ମଞ୍ଚlସିନ ଥିଲେ l ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା, କେନ୍ଦ୍ର ସରକାର ଙ୍କ ସମସ୍ତ ଯୋଜନା ଏବଂ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ସମ୍ପର୍କ ରେ ଉପସ୍ଥିତ ଚାଷୀ ମାନଙ୍କ ସହ ଆଲୋଚନା ହୋଇଥିଲା l

ଏହି ବୈଠକ ରେ ଗୁରୁ ରଣା, ରଘୁନାଥ ଗlଡ଼ବା,ବି କିରନ କୁମାର, ସମାରୁ ଭୂମିଆ, ପର୍ଶୁରାମ ଭୂମିଆ, ଘାସି ଭୂମିଆ, ଗୋପୀନାଥ ମୁଦୁଲି, ଶ୍ୟାମ ଭୂମିଆ, ଘାସି ହରିଜନ, ଭଗବାନ ପରଜା, ନରସିଙ୍ଗ ପାତ୍ର, ଲକ୍ଷ୍ମଣ ଭୂମିଆ ସମେତ ଶତଦିକ ଚାଷୀ ଉପସ୍ଥିତ ଥିଲେ l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande