ମନମୋହନ ସାମଲଙ୍କ ଆଖଣ୍ଡଳମଣି ଦର୍ଶନ
ଭଦ୍ରକ, ୧୮ ସେପ୍ଟେମ୍ବର (ହି.ସ.) - ପୁନର୍ବାର ମନମୋହନ ସାମଲ ବିଜେପି ରାଜ୍ୟ ସଭାପତି ଭାବେ ନିର୍ବାଚିତ ହେବା ପରେ ପ୍ରସିଦ୍ଧ ଶୈବ ପୀଠ ବାବା ଆଖଣ୍ଡଳମଣି ମନ୍ଦିରରେ ମହାଦେବଙ୍କ ଦିବ୍ୟ ଦର୍ଶନ କରି ପ୍ରଭୁଙ୍କ ପାଦପଦ୍ମରେ ସମଗ୍ର ଓଡ଼ିଶା ବାସୀଙ୍କ ଶାନ୍ତି, ସମୃଦ୍ଧି ଓ ସର୍ବାଙ୍ଗୀନ ମଙ୍ଗଳ ପାଇଁ ଆଶୀର୍ବାଦ
MANMOHAN SAMAL AKHANDALAMANI DARSAN


ଭଦ୍ରକ, ୧୮ ସେପ୍ଟେମ୍ବର (ହି.ସ.) - ପୁନର୍ବାର ମନମୋହନ ସାମଲ ବିଜେପି ରାଜ୍ୟ ସଭାପତି ଭାବେ ନିର୍ବାଚିତ ହେବା ପରେ ପ୍ରସିଦ୍ଧ ଶୈବ ପୀଠ ବାବା ଆଖଣ୍ଡଳମଣି ମନ୍ଦିରରେ ମହାଦେବଙ୍କ ଦିବ୍ୟ ଦର୍ଶନ କରି ପ୍ରଭୁଙ୍କ ପାଦପଦ୍ମରେ ସମଗ୍ର ଓଡ଼ିଶା ବାସୀଙ୍କ ଶାନ୍ତି, ସମୃଦ୍ଧି ଓ ସର୍ବାଙ୍ଗୀନ ମଙ୍ଗଳ ପାଇଁ ଆଶୀର୍ବାଦ ଲାଭ କରିଛନ୍ତି। ଏହି ଆଧ୍ୟାତ୍ମିକ ମୁହୂର୍ତରେ ଓଡ଼ିଶା ସରକାରଙ୍କ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande