ମୋଦିଙ୍କ ୭୫ ତମ ଜୟନ୍ତୀ ଉତ୍ସବ ଅବସରରେ ଅଙ୍ଗନବାଡ଼ି କର୍ମୀଙ୍କ ବୃକ୍ଷ ରୋପଣ
ଗଂଜାମ, 18 ସେପ୍ଟେମ୍ବର (ହି.ସ.) ଶେରଗଡ ବ୍ଳକ ପିତଳ ଧର୍ମାନନ୍ଦ ମହିଳା ସମିତି ପରିସରରେ‌‌ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ୭୫ତମ ଜୟନ୍ତୀ ଉତ୍ସବ ଅବସରରେ ଅଙ୍ଗନବାଡି କର୍ମୀ ମାନେ ଶତାଧିକ ବୃକ୍ଷ ରୋପଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସର୍ବ ଅଙ୍ଗନବାଡି କର୍ମୀ ପୁଷ୍ପାଞ୍ଜଳି ପଣ୍ଡା, ନମିତା ବେହେରା,ବା
ମୋଦି ଙ୍କ ୭୫ତମ ଜୟନ୍ତୀ ଉତ୍ସବ ଅବସରରେ


ଗଂଜାମ, 18 ସେପ୍ଟେମ୍ବର (ହି.ସ.)

ଶେରଗଡ ବ୍ଳକ ପିତଳ ଧର୍ମାନନ୍ଦ ମହିଳା ସମିତି ପରିସରରେ‌‌ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ୭୫ତମ ଜୟନ୍ତୀ ଉତ୍ସବ ଅବସରରେ ଅଙ୍ଗନବାଡି କର୍ମୀ ମାନେ ଶତାଧିକ ବୃକ୍ଷ ରୋପଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସର୍ବ ଅଙ୍ଗନବାଡି କର୍ମୀ ପୁଷ୍ପାଞ୍ଜଳି ପଣ୍ଡା, ନମିତା ବେହେରା,ବାସନ୍ତୁ ସାହୁ଼,ଏ ସୁଜାତା ପାତ୍ର, ଗୀତାଞ୍ଜଳି ନାୟକ, ରଞ୍ଜିତା ରଥ ଵଵିତା ପାତ୍ର, ମନିଷା ନାୟକ, କାଦମ୍ଵରୀ ନାୟକ, ତୃଷ୍ଣା କୁମାରୀ ମିଶ୍ର ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande