କେନ୍ଦୁଝର, 18 ସେପ୍ଟେମ୍ବର (ହି.ସ.)
ଆଜି ଦିନବେଳେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଯୁବକଙ୍କ ପରିଚୟ ଡାକ୍ତର ମହାନ୍ତ ବୋଲି ଜଣାପଡିଛି। କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ନରଣପୁର ସେକ୍ସନ ପାଖରେ ବାଦୁଡ଼ି ଘର ପାଖରେ ଥିବା ଏକ ଦନ୍ତା ହାତୀ ମାରି ଥିବା ସୁଚନା ମିଳିଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA