ଆସନ୍ତକାଲି ବ୍ରହ୍ମପୁରରୁ ବାହାରିବ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଦ୍ୱିତୀୟ ଟ୍ରେନ
ଭୁବନେଶ୍ୱର ,୧୮ ସେପ୍ଟେମ୍ବର (ହି.ସ.)- ଆସନ୍ତାକାଲି (ଶୁକ୍ରବାର) ବ୍ରହ୍ମପୁର ରେଳ ଷ୍ଟେସନରୁ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାର ଦ୍ୱିତୀୟ ଟ୍ରେନରେ ୭୭୫ ବରିଷ୍ଠ ନାଗରିକ ଓ ୨୫ ଜଣ ଏସ୍କର୍ଟ ଅଧିକାରୀ ଅଯୋଧ୍ୟା - ବାରଣାସୀ ଅଭିମୁଖେ ଯାତ୍ରା ଆରମ୍ଭ କରିବେ। ଏହି କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମ
ଆସନ୍ତକାଲି ବ୍ରହ୍ମପୁରରୁ ବାହାରିବ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଦ୍ୱିତୀୟ ଟ୍ରେନ


ଭୁବନେଶ୍ୱର ,୧୮ ସେପ୍ଟେମ୍ବର (ହି.ସ.)- ଆସନ୍ତାକାଲି (ଶୁକ୍ରବାର) ବ୍ରହ୍ମପୁର ରେଳ ଷ୍ଟେସନରୁ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାର ଦ୍ୱିତୀୟ ଟ୍ରେନରେ ୭୭୫ ବରିଷ୍ଠ ନାଗରିକ ଓ ୨୫ ଜଣ ଏସ୍କର୍ଟ ଅଧିକାରୀ ଅଯୋଧ୍ୟା - ବାରଣାସୀ ଅଭିମୁଖେ ଯାତ୍ରା ଆରମ୍ଭ କରିବେ। ଏହି କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଯୋଗ ଦେଇ ବରିଷ୍ଠ ନାଗରିକମାନଙ୍କୁ ଶୁଭକାମନା ପ୍ରଦାନ କରିବେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande