ଶତାଧିକ ବିଜେଡ଼ି କର୍ମୀ ବିଜେପିରେ ମିଶିଲେ
କେନ୍ଦୁଝର, 2 ସେପ୍ଟେମ୍ବର (ହି.ସ.) ଦିନକୁ ଦିନ ବିଜେପିର ଶକ୍ତି ବୃଦ୍ଧି ପାଉଛି। ବିଜେଡ଼ି ର କର୍ମୀ ନେତା ମାନେ ଦଳ ଛାଡ଼ି ବିଜେପିରେ ଯୋଗଦାନ କରୁଛନ୍ତି। ଆଜି ସାନ୍ତରାପୁରର କେନ୍ଦୁଝର ସାଂସଦ ଅନନ୍ତ ନାୟକଙ୍କ ଉପସ୍ଥିତିରେ ଶହେ ରୁ ଉର୍ଦ୍ଧ୍ବ ବିଜେଡି କର୍ମୀ ବିଜେପିରେ ଯୋଗ ଦେଇଛନ୍ତି। ଦିନେ ଏହି ପଞ୍
ଶତାଧିକ ବିଜେଡ଼ି କର୍ମୀ ବିଜେପିରେ ମିଶିଲେ


କେନ୍ଦୁଝର, 2 ସେପ୍ଟେମ୍ବର (ହି.ସ.) ଦିନକୁ ଦିନ ବିଜେପିର ଶକ୍ତି ବୃଦ୍ଧି ପାଉଛି। ବିଜେଡ଼ି ର କର୍ମୀ ନେତା ମାନେ ଦଳ ଛାଡ଼ି ବିଜେପିରେ ଯୋଗଦାନ କରୁଛନ୍ତି। ଆଜି ସାନ୍ତରାପୁରର କେନ୍ଦୁଝର ସାଂସଦ ଅନନ୍ତ ନାୟକଙ୍କ ଉପସ୍ଥିତିରେ ଶହେ ରୁ ଉର୍ଦ୍ଧ୍ବ ବିଜେଡି କର୍ମୀ ବିଜେପିରେ ଯୋଗ ଦେଇଛନ୍ତି। ଦିନେ ଏହି ପଞ୍ଚାୟତ ବିଜେଡିର ଗଡ ହୋଇଥିବା ବେଳେ ଅନନ୍ତ ନାୟକଙ୍କ ଦୃଢ଼ ନେତୃତ୍ବ ଯୋଗୁଁ ଗଡ଼ ଭାଙ୍ଗୁଥିବ ପରିଲକ୍ଷିତ ହେଉଛି। ଆଜିର ଏହି ମିଶ୍ରଣ ପର୍ବରେ ମଣ୍ଡଳ ସଭାପତି ଓ ଜିଲ୍ଲାର ବହୁ ନେତା ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande