ପାରଳା ମହାରାଜା ଇଞ୍ଜିନିୟରିଙ୍ଗ କଲେଜର ଛାତ୍ରମାନେ ଦେଶର ପ୍ରଥମ ସ୍ୱଦେଶୀ ସେମିକଣ୍ଡକ୍ଟର ଚିପ ନିର୍ମାଣ କରିବାର ଗୌରବ ହାସଲ କଲେ
ଗଞ୍ଜାମ, ୨ ସେପ୍ଟେମ୍ବର (ହି.ସ.)- ପାରଳା ମହାରାଜା ଇଞ୍ଜିନିୟରିଙ୍ଗ କଲେଜର ଛାତ୍ରମାନେ ସେମିକଣ୍ଡକ୍ଟର କ୍ଷେତ୍ରରେ High Performance Multiplier IC-C2S0061 ଚିପ ତିଆରି କରି ଦେଶର ପ୍ରଥମ ସ୍ୱଦେଶୀ ସେମିକଣ୍ଡକ୍ଟର ଚିପ ନିର୍ମାଣ କରିବାର ଗୌରବ ହାସଲ କରିଛନ୍ତି । ଏହା ଆମ ରାଜ୍ୟ ପାଇଁ ତଥା ଆମ ପାଇ
ପାରଳା ମହାରାଜା ଇଞ୍ଜିନିୟରିଙ୍ଗ କଲେଜର ଛାତ୍ରମାନେ ଦେଶର ପ୍ରଥମ ସ୍ୱଦେଶୀ ସେମିକଣ୍ଡକ୍ଟର ଚିପ ନିର୍ମାଣ କରିବାର ଗୌରବ ହାସଲ କଲେ


ଗଞ୍ଜାମ, ୨ ସେପ୍ଟେମ୍ବର (ହି.ସ.)- ପାରଳା ମହାରାଜା ଇଞ୍ଜିନିୟରିଙ୍ଗ କଲେଜର ଛାତ୍ରମାନେ ସେମିକଣ୍ଡକ୍ଟର କ୍ଷେତ୍ରରେ High Performance Multiplier IC-C2S0061 ଚିପ ତିଆରି କରି ଦେଶର ପ୍ରଥମ ସ୍ୱଦେଶୀ ସେମିକଣ୍ଡକ୍ଟର ଚିପ ନିର୍ମାଣ କରିବାର ଗୌରବ ହାସଲ କରିଛନ୍ତି । ଏହା ଆମ ରାଜ୍ୟ ପାଇଁ ତଥା ଆମ ପାଇଁ ଏକ ଗୌରବର ବିଷୟ । ଏନେଇ ଛାତ୍ରଛାତ୍ରୀମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ଅଧ୍ୟକ୍ଷ, ଅଧ୍ୟାପକମାନେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande