ଭୁବନେଶ୍ୱର, 2 ସେପ୍ଟେମ୍ବର (ହି.ସ.)- ବିଜେଡି କଣ କହିଲା ମତାମତ ଦେବା ଦୂରର କଥା,
ବିଜେଡି
କଣ କହୁଛି ଖବର କାଗଜ ଦେଖେ ନାହିଁ ବୋଲି
କହିଛନ୍ତି ସୁରେଶ ପୂଜାରୀ ।ଜନ ଗଣନା ଆରମ୍ଭ ହେବ । 2025 ମସିହା ଶେଷକୁ ଜନଗଣନା ଆରମ୍ଭ ହେବ ।ରାଜସ୍ବ
ଗାଁ ଶୀଘ୍ର ଘୋଷଣା ହେବ । ବିଜେଡି ଆଉ ତାଙ୍କ
ପୂର୍ବରୁ ଯେଉଁମାନେ ଶାସନ କରିଥିଲେ କଣ କରିଥିଲେ । ଏବେ ଏନଏସିକଲୁ
ଆଗକୁ ପଞ୍ଚାୟତ, ଜିଲ୍ଲା ଓ ସବଡ଼ିଭିଜନକୁ ବିଭାଜନ ହେବ । ଜିଲ୍ଲା ଦାବି ବହୁତ ଅଛି, ମୟୁରଭଞ୍ଜ,
ସୁନ୍ଦରଗଡ଼
ବଡ଼ ଜିଲ୍ଲା ଅଛି । କେଉଁଟା ଆଗ କରିବୁ ପଛେ
କରିବୁ ବିଜେଡିର ପରାମର୍ଶ ଦରକାର ନାହିଁ, ପରାମର୍ଶ ନେଲେ ବିଜେଡି ଭଳି ଅବସ୍ଥା ହେବବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା