ରାଜଧାନୀରେ ପୁଣି ଗାଈ ଚୋର ଆତଙ୍କ
ଭୁବନେଶ୍ୱର, 2 ସେପ୍ଟେମ୍ବର (ହି.ସ.)- ରାଜଧାନୀରେ ପୁଣି ଗାଈ ଚୋର ଆତଙ୍କ । ଚନ୍ଦକା ଥାନା ଅନ୍ତର୍ଗତ ଗୋଠପାଣା ରାସ୍ତାରେ ଗୋରୁ ବୋଝେଇ ଡାଲା ଅଟୋ ଛାଡି ଅଭିଯୁକ୍ତ ମାନେ ଫେରାର ହୋଇଯାଇଛନ୍ତି । ଗାଡି ଭିତରୁ ଖଣ୍ଡା ଓ ବନ୍ଧୁକ ଜବତ ହୋଇଛି । ଆଜି ଭୋର ସମୟ
ରାଜଧାନୀରେ ପୁଣି ଗାଈ ଚୋର     ଆତଙ୍କ


ଭୁବନେଶ୍ୱର, 2 ସେପ୍ଟେମ୍ବର (ହି.ସ.)- ରାଜଧାନୀରେ

ପୁଣି ଗାଈ ଚୋର ଆତଙ୍କ । ଚନ୍ଦକା ଥାନା

ଅନ୍ତର୍ଗତ ଗୋଠପାଣା ରାସ୍ତାରେ ଗୋରୁ ବୋଝେଇ ଡାଲା ଅଟୋ ଛାଡି ଅଭିଯୁକ୍ତ ମାନେ ଫେରାର ହୋଇଯାଇଛନ୍ତି

। ଗାଡି ଭିତରୁ ଖଣ୍ଡା ଓ ବନ୍ଧୁକ ଜବତ ହୋଇଛି ।

ଆଜି ଭୋର ସମୟରେ ଗୋଠପାଟଣା ରାମନଗର ରାସ୍ତାରେ ଗୋରୁ ଭର୍ତ୍ତି ଡାଲା ଅଟୋକୁ ସ୍ଥାନୀୟ

ଯୁବକ ମାନେ ଅଟକାଇ ଥିଲେ । ଗାଡିକୁ ସୁରକ୍ଷା ଦେବାପାଇଁ ସାଙ୍ଗରେ ଆସୁଥିବା ଦୁଇ ଜଣ ଯୁବକ ଓ

ଅଟୋ ଡ୍ରାଇଭର ସ୍ଥାନିୟ ଯୁବକ ମାନଙ୍କୁ ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛନ୍ତି ।

ଘଟଣା ସ୍ଥଳରେ ଚନ୍ଦକା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande