ନିଶା ସେବନକାରୀଙ୍କ ପାଇଁ ପୁନରୁଦ୍ଧାର କେନ୍ଦ୍ରରେ ସେବା ପ୍ରଦାନ ପାଇଁ ଇଓଆଇ ବିଜ୍ଞପ୍ତି ପ୍ରକାଶ
ଭୁବନେଶ୍ୱର, 2 ସେପ୍ଟେମ୍ବର (ହି.ସ.)- ଦିଶା ଯୋଜନା ଅନ୍ତର୍ଗତ ନିଶା ସେବନକାରୀଙ୍କ ପାଇଁ ପୁନରୁଦ୍ଧାର କେନ୍ଦ୍ରରେ ସେବା ପ୍ରଦାନ/ପରିଚାଳନା ପାଇଁ ଇଓଆଇବିଜ୍ଞପ୍ତି ପ୍ରକାଶ ପାଇଛି । ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସଶକ୍ତିକରଣ ବିଭାଗ ତରଫରୁ ବିଜ୍ଞପ୍ତି ଜାରି ହେ
ନିଶା ସେବନକାରୀଙ୍କ ପାଇଁ     ପୁନରୁଦ୍ଧାର କେନ୍ଦ୍ରରେ ସେବା ପ୍ରଦାନ ପାଇଁ ଇଓଆଇ ବିଜ୍ଞପ୍ତି ପ୍ରକାଶ


ଭୁବନେଶ୍ୱର, 2 ସେପ୍ଟେମ୍ବର (ହି.ସ.)- ଦିଶା ଯୋଜନା

ଅନ୍ତର୍ଗତ ନିଶା ସେବନକାରୀଙ୍କ ପାଇଁ ପୁନରୁଦ୍ଧାର କେନ୍ଦ୍ରରେ ସେବା ପ୍ରଦାନ/ପରିଚାଳନା ପାଇଁ ଇଓଆଇବିଜ୍ଞପ୍ତି ପ୍ରକାଶ ପାଇଛି । ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ

ବ୍ୟକ୍ତିଙ୍କ ସଶକ୍ତିକରଣ ବିଭାଗ ତରଫରୁ ବିଜ୍ଞପ୍ତି ଜାରି ହୋଇଛି । ଦିଶାଅଧୀନରେ ନିଶା

ସେବନକାରିଙ୍କ ପାଇଁ ପୁନରୁଦ୍ଧାର କେନ୍ଦ୍ର ପାଇଁ ସେବା ପ୍ରଦାନ/ପରିଚାଳନା ପାଇଁ ଏଜେନ୍ସି ଚୟନ

କରିବ ବିଭାଗ ।

ସାମାଜିକ ସୁରକ୍ଷା ଏବଂ

ଭିନ୍ନକ୍ଷମ ବ୍ୟକ୍ତିଙ୍କ ସଶକ୍ତିକରଣ ବିଭାଗ ନବରଙ୍ଗପୁର, ମାଲକାନଗିରି, ବଲାଙ୍ଗୀର, ଅନୁଗୁଳ ଏବଂ ଭୁବନେଶ୍ୱର (ମହିଳାମାନଙ୍କ ପାଇଁ) ଯୋଜନା ଅଧୀନରେ ନିଶା

ନିବାରଣ କେନ୍ଦ୍ରରେ ସେବା ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande