ଭୁବନେଶ୍ବରରେ ପ୍ରତିଷ୍ଠା ହେବ ଡପଲର  ରାଡାର ସିଷ୍ଟମ
ଭୁବନେଶ୍ୱର, 2 ସେପ୍ଟେମ୍ବର (ହି.ସ.)- ଭୁବନେଶ୍ବରରେ ପ୍ରତିଷ୍ଠା ହେବ ଡପଲର ରାଡାର ସିଷ୍ଟମ । ଖୁବଶୀଘ୍ର ବାଲେଶ୍ଵର ଓ ସମ୍ବଲପୁର ରାଡାର ସିଷ୍ଟମ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ । ଭିତ୍ତିଭୂମି କାର୍ଯ୍ୟ ସରିଛି , ଖୁବକମ ଦିନରେ କାର୍ଯ୍ୟକ୍ଷମ ହେବ । ଯାହା ଦ୍ୱା
ଭୁବନେଶ୍ବରରେ ପ୍ରତିଷ୍ଠା ହେବ ଡପଲର  ରାଡାର     ସିଷ୍ଟମ


ଭୁବନେଶ୍ୱର, 2 ସେପ୍ଟେମ୍ବର (ହି.ସ.)- ଭୁବନେଶ୍ବରରେ ପ୍ରତିଷ୍ଠା ହେବ ଡପଲର

ରାଡାର ସିଷ୍ଟମ । ଖୁବଶୀଘ୍ର ବାଲେଶ୍ଵର

ଓ ସମ୍ବଲପୁର ରାଡାର ସିଷ୍ଟମ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ । ଭିତ୍ତିଭୂମି କାର୍ଯ୍ୟ ସରିଛି ,

ଖୁବକମ

ଦିନରେ କାର୍ଯ୍ୟକ୍ଷମ ହେବ । ଯାହା ଦ୍ୱାରା

ପାଣିପାଗର ନିଖୁଣ ଆକଳନ କରାଯାଇପାରିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ

ସୁରେଶ ପୂଜାରୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande