ନବରାତ୍ରରେ ମା ସମଲେଶ୍ୱରୀଙ୍କ ମନ୍ଦିରରେ ଜଳିବ ୫ ହଜାର ଦୀପ
ସମ୍ବଲପୁର, ୨୦ ସେପ୍ଟେମ୍ବର(ହି.ସ.) – ପବିତ୍ର ମହାଳୟା ଓ ନବରାତ୍ର ପାଇଁ ମା ସମଲେଶ୍ୱରୀଙ୍କ ମନ୍ଦିରରେ ଚାଲିଛି ଜୋରଦାର ପ୍ରସ୍ତୁତି। ନବରାତ୍ରର ପ୍ରଥମ ଦିନରେ ସରସ୍ୱତୀ ବେଶରେ ଦର୍ଶନ ଦେବେ ମା ସମଲେଇ। ନବରାତ୍ରରେ ଜଳିବ ୫ ହଜାର ଦୀପ। ପବିତ୍ର ମହାଳୟା ଓ ନବରାତ୍ର ପାଇଁ ମା ସମଲେଶ୍ୱରୀଙ୍କ ମନ୍ଦିରରେ ଚ
ନବରାତ୍ରରେ ମା ସମଲେଶ୍ୱରୀଙ୍କ ମନ୍ଦିରରେ ଜଳିବ ୫ ହଜାର ଦୀପ


ସମ୍ବଲପୁର, ୨୦ ସେପ୍ଟେମ୍ବର(ହି.ସ.) – ପବିତ୍ର ମହାଳୟା ଓ ନବରାତ୍ର ପାଇଁ ମା ସମଲେଶ୍ୱରୀଙ୍କ ମନ୍ଦିରରେ ଚାଲିଛି ଜୋରଦାର ପ୍ରସ୍ତୁତି। ନବରାତ୍ରର ପ୍ରଥମ ଦିନରେ ସରସ୍ୱତୀ ବେଶରେ ଦର୍ଶନ ଦେବେ ମା ସମଲେଇ। ନବରାତ୍ରରେ ଜଳିବ ୫ ହଜାର ଦୀପ। ପବିତ୍ର ମହାଳୟା ଓ ନବରାତ୍ର ପାଇଁ ମା ସମଲେଶ୍ୱରୀଙ୍କ ମନ୍ଦିରରେ ଚାଲିଛି ଜୋରଦାର ପ୍ରସ୍ତୁତି। ମହାଳୟାରେ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମାଆ ସମଲେଶ୍ୱରୀ। ପ୍ରାତଃ ସାଢ଼େ ୪ଟାରେ ମଙ୍ଗଳ ଆଳତି ପରେ ପ୍ରାତଃ ୫ଟାରେ ଦର୍ଶନ ଆରମ୍ଭ ହେବ। ନବରାତ୍ରରେ ଜଳିବ ୫ ହଜାର ଦୀପ। ପବିତ୍ର ମହାଳୟା ଓ ନବରାତ୍ର ପାଇଁ ମା ସମଲେଶ୍ୱରୀଙ୍କ ମନ୍ଦିରରେ ଚାଲିଛି ଜୋରଦାର ପ୍ରସ୍ତୁତି। ମହାଳୟାରେ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମା ସମଲେଶ୍ୱରୀ। ପ୍ରାତଃ ସାଢ଼େ ୪ଟାରେ ମଙ୍ଗଳ ଆଳତୀ ପରେ ପ୍ରାତଃ ୫ଟାରେ ଦର୍ଶନ ଆରମ୍ଭ ହେବ। ଏଣେ ଦିବା ୧୧ଟା ୪୫ ମିନିଟ୍ ସମୟରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ସେହିପରି ସନ୍ଧ୍ୟା ୭ଟା ୪୫ ମିନିଟ୍ ସମୟରୁ ରାତ୍ର ସାଢ଼େ ୮ଟା ପର୍ଯ୍ୟନ୍ତ ମହାଆଳତି ପାଇଁ ବନ୍ଦ ରହିବ ଦର୍ଶନ। ପହଡ଼ ନୀତି ରାତ୍ର ସାଢ଼େ ୧୦ଟାରେ ହେବ। ନବରାତ୍ରର ପ୍ରଥମ ଦିନରେ ସରସ୍ୱତୀ ବେଶରେ ଦର୍ଶନ ଦେବେ ମାଆ ସମଲେଇ। ଏଣେ ଦିବା ୧୧ଟା ୪୫ ମିନିଟ୍ ସମୟରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ସେହିପରି ସନ୍ଧ୍ୟା ୭ଟା ୪୫ ମିନିଟ୍ ସମୟରୁ ରାତ୍ର ସାଢ଼େ ୮ଟା ପର୍ଯ୍ୟନ୍ତ ମହାଆଳତି ପାଇଁ ବନ୍ଦ ରହିବ ଦର୍ଶନ। ପହଡ଼ ନୀତି ରାତ୍ର ସାଢ଼େ ୧୦ଟାରେ ହେବ। ନବରାତ୍ରର ପ୍ରଥମ ଦିନରେ ସରସ୍ୱତୀ ବେଶରେ ଦର୍ଶନ ଦେବେ ମା ସମଲେଇ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande