ବଲାଙ୍ଗିର, 20 ସେପ୍ଟେମ୍ବର (ହି.ସ.)
ବଲାଙ୍ଗିର : ଅଜି ବଲାଙ୍ଗିର ଦୈନିକ୍ ବଜ଼ାର ଖଡାଲ୍ ପଡା ରେ ଜଣେ ୟୁବକ କୁ ନିର୍ମମ୍ ହତ୍ୟା କରାଯାଇଛି ।ୟୁବକ ନାମ ରାଜ ବଯସ ୨୦ ବୋଳି ଜଣା ୟାଇଛି ।ଅଜି ଦିନ ବେଲେ ସେ ଘରପଖରେ ଏକୁଟିଆ ଥିଲା ବେଳେ ଦୁଇ ଜଣ ଦୁର୍ବୁତ୍ତ ତାଂକୁ ଅସି ଆକ୍ରମଣ କରିଥିଲେ । ପ୍ରାଣ ବିକଳରେ ପାଟି କରି ପରି ବାର ଲୋକ ଙ୍କୁ ଡାକ ଛାଡ଼ିଥିଲେ ।ତାଙ୍କର ମାଆ ଓ ଭଉଣି ଅସି ଛଡାଇ ଚେଷ୍ଟା ସତ୍ୱେ ମରଣସ୍ତ୍ର୍ ରେ ହାଣି ପକାଇଥିଲେ । ଦୁଇଜଣ ଆକ୍ରମଣ ପରେ ଫାେରାର ହୋଇ ଯାଇ ଥିଲେ ।ପୋଲିସ ଖବର ପାଇଁ ଆସି ତଦନ୍ତ କରୁଛନ୍ତି ରାଜ କୂ ମୁଁଉର୍ସୁ ଅବସ୍ଥା ରେ ମେଡିକାଲ ନେଇ ଥିଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି ।ପୁର୍ବ ଶତ୍ରୁତା ପ୍ରେମ ଘଟଣା କୁ ନେଇ ଏହି ହତ୍ୟା ଘଟଣା ଘଟିଥିବା କୁହା ଯାଉଛି ।ପୋଲିସ ଛାନବିନ୍ ପରେ ବିଶେଷ ତଥ୍ୟ ମିଳିବ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ