ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବଡ଼ ମହାସ୍ନାନ
ପୁରୀ, ୨୦ ସେପ୍ଟେମ୍ବର (ହି.ସ.)- ଶ୍ରୀମନ୍ଦିରର ଭିତରକାଠରେ ପୁଣି ରକ୍ତଛିଟା ଦେଖିବାକୁ ମିଳିଛି । ଆଜି ସନ୍ଧ୍ୟାରେ ବଡ଼ଦେଉଳର ଭିତରେ କାଠରେ ରକ୍ତଛିଟା ପଡିଥିବା ଜଣାପଡିବା ପରେ ଶ୍ରୀଜୀଉଙ୍କ ବଡ଼ ମହାସ୍ନାନ କରାଯାଇଛି । ଏହି କାରଣରୁ ପାଖାପାଖି ୧ରୁ ଦେଢ଼ଘଂଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିଛି ।
ଶ୍ରୀମନ୍ଦିର

ଶ୍ରୀମନ୍ଦିରରେ ବାରମ୍ବାର ଏହିଭଳି ଅପ୍ରୀତିକର ଘଟଣା ଦେଖିବାକୁ ମିଳୁଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ

 rajesh pande