ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସାମ୍ନାରେ ଗାତ
କେନ୍ଦୁଝର, ୨୧ ସେପ୍ଟେମ୍ବର (ହି.ସ.) - କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଓପିଡ଼ି ଟିକେଟ କାଉଂଟରକୁ ଯିବାକୁଥିବା ପ୍ରବେଶ ପଥର ମ୍ପକୁ ଲାଗି ଡ୍ରେନ ଉପରେ ଏକ ଗାତ ହୋଇଯାଇଛି। ଭଙ୍ଗା ପ୍ଲାବ ଏଠାରେ କେବେଠାରୁ ହଟା ନଯାଇ ଏହା ନା ଉପରେ ଏକ ଭଙ୍ଗା ପ୍ଲାଇ ବୋର୍ଡ଼ ପକେଇ ଦିଆଯାଇଛି। ତେଣୁ ଅନେକ ରୋଗ ଗ
ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସାମ୍ନାରେ ଗାତ


କେନ୍ଦୁଝର, ୨୧ ସେପ୍ଟେମ୍ବର (ହି.ସ.) - କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଓପିଡ଼ି ଟିକେଟ କାଉଂଟରକୁ ଯିବାକୁଥିବା ପ୍ରବେଶ ପଥର ମ୍ପକୁ ଲାଗି ଡ୍ରେନ ଉପରେ ଏକ ଗାତ ହୋଇଯାଇଛି। ଭଙ୍ଗା ପ୍ଲାବ ଏଠାରେ କେବେଠାରୁ ହଟା ନଯାଇ ଏହା ନା ଉପରେ ଏକ ଭଙ୍ଗା ପ୍ଲାଇ ବୋର୍ଡ଼ ପକେଇ ଦିଆଯାଇଛି। ତେଣୁ ଅନେକ ରୋଗ ଗୀ ଓ ସାଧାରଣ ଲୋକ ଏଥିରେ ପଡ଼ି ଗଲେଣି ବୋଲି ଅଭିଯୋଗ ହେଉଛି। ମେଡିକାଲ ସାମ୍ନାରେ ବିପଜ୍ଜନକ ଭାବେ ଏହି ଗାତ ଥିଲେ ମଧ୍ୟ ମ୍ୟାନେଜର ଆଖୁବୁଜି ଦେଇଥୁବାରୁ କେନ୍ଦୁଝର ନାଗରିକ ମଂଚର ଦିଲୀପ କୁମାର ସାହୁ ଏହାକୁ ନିନ୍ଦା କରି ତୁରନ୍ତ ଏହି ମରଣ ଗାତ ବନ୍ଦ କରିବାକୁ ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande