ବଜ୍ରପାତରେ ୪ଗାଈ ୪ଛେଳି ମୃତ, ଜଣେ ବ୍ୟକ୍ତି ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତି
କେନ୍ଦୁଝର, ୨୧ ସେପ୍ଟେମ୍ବର (ହି.ସ.) - ଆଜି ଅପରାହ୍ନରେ କେନ୍ଦୁଝର ଜିଲ୍ଲାର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇଯାଇଛି। ତେବେ ଣରେ ଶପାଳ ମରସୁଆଁ ଗାଁରେ ବଜ୍ରାପାତରେ ୪ ଗାଈ, ୪ ଛେଳି ମରିଥିବା ଖବର ଆସିଛି। ଗାଈ ଛେଳି ମାଲିକଙ୍କୁ କ୍ଷତିପୂରଣ ଦେବାକୁ ସାଧାରଣ ଦାବି ହୋଇଛି। ସେହିପ ହିପରି କୁ
ବଜ୍ରପାତରେ ୪ଗାଈ ୪ଛେଳି ମୃତ, ଜଣେ ବ୍ୟକ୍ତି ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତି


କେନ୍ଦୁଝର, ୨୧ ସେପ୍ଟେମ୍ବର (ହି.ସ.) - ଆଜି ଅପରାହ୍ନରେ କେନ୍ଦୁଝର ଜିଲ୍ଲାର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇଯାଇଛି। ତେବେ ଣରେ ଶପାଳ ମରସୁଆଁ ଗାଁରେ ବଜ୍ରାପାତରେ ୪ ଗାଈ, ୪ ଛେଳି ମରିଥିବା ଖବର ଆସିଛି। ଗାଈ ଛେଳି ମାଲିକଙ୍କୁ କ୍ଷତିପୂରଣ ଦେବାକୁ ସାଧାରଣ ଦାବି ହୋଇଛି। ସେହିପ ହିପରି କୁଶକଳା ଗ୍ରାମର ବୈତାଳୁ ଧାଙ୍ଗଡ ବ୍ରଜପାତର ଶିକାର ହୋଇ ଗୁରୁତର ଅବସ୍ଥାରେ ସ୍ଥାନୀୟ ବାଂଶପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥୂବା ଜଣାଯାଇଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande