ନିଶାମୁକ୍ତ ଭାରତ ଉଦ୍ଦେଶ୍ୟରେ ନମୋ ଯୁବ ମାରାଥନ ଆଜି
ଭୁବନେଶ୍ୱର, 21 ସେପ୍ଟେମ୍ବର (ହି.ସ.) ଭୁବନେଶ୍ୱର ଠାରେ ନିଶାମୁକ୍ତ ଭାରତ ଉଦ୍ଦେଶ୍ୟରେ ନମୋ ଯୁବ ମାରାଥନ ଆଜି ଅନୁଷ୍ଠିତ ହେବ । କଳିଙ୍ଗ ଷ୍ଟାଡିୟମ ରୁ ଜନତା ମଇଦାନ ଯାଏ ଏହା ଆୟୋଜିତ ହେବ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଓ ଅନ୍ୟ ମାନେ ଏଥିରେ ସାମିଲ ହେବେ
ନିଶାମୁକ୍ତ ଭାରତ ଉଦ୍ଦେଶ୍ୟରେ ନମୋ ଯୁବ ମାରାଥନ ଆଜି


ଭୁବନେଶ୍ୱର, 21 ସେପ୍ଟେମ୍ବର (ହି.ସ.) ଭୁବନେଶ୍ୱର ଠାରେ ନିଶାମୁକ୍ତ ଭାରତ ଉଦ୍ଦେଶ୍ୟରେ ନମୋ ଯୁବ ମାରାଥନ ଆଜି ଅନୁଷ୍ଠିତ ହେବ । କଳିଙ୍ଗ ଷ୍ଟାଡିୟମ ରୁ ଜନତା ମଇଦାନ ଯାଏ ଏହା ଆୟୋଜିତ ହେବ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଓ ଅନ୍ୟ ମାନେ ଏଥିରେ ସାମିଲ ହେବେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande