ନୂଆପଡା ସିଟ୍ ବିଜେଡି ହାତରୁ ଛଡେଇ ନେବୁ- ଜୟ ନାରାୟଣ
ଭୁବନେଶ୍ୱର, 21 ସେପ୍ଟେମ୍ବର (ହି.ସ.)- ନୂଆପଡ଼ା ଉପନିର୍ବାଚନ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର । ସେ କହିଛନ୍ତି ଯେ, ନୂଆପଡ଼ା ନେଇ ଆମ ପାଖେ ଅନେକ ଉପଯୁକ୍ତ ପ୍ରାର୍ଥୀ ଅଛନ୍ତି। ସେନେଇ ଦଳ ନିଷ୍ପତ୍ତି ନେବ। ନୂଆପଡ଼ା ବିଜେଡି ହାତରେ ଥି
ନୂଆପଡା ସିଟ୍ ବିଜେଡି     ହାତରୁ ଛଡେଇ ନେବୁ- ଜୟ ନାରାୟଣ


ଭୁବନେଶ୍ୱର, 21 ସେପ୍ଟେମ୍ବର (ହି.ସ.)- ନୂଆପଡ଼ା

ଉପନିର୍ବାଚନ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର । ସେ କହିଛନ୍ତି

ଯେ, ନୂଆପଡ଼ା ନେଇ ଆମ ପାଖେ ଅନେକ ଉପଯୁକ୍ତ ପ୍ରାର୍ଥୀ ଅଛନ୍ତି। ସେନେଇ ଦଳ ନିଷ୍ପତ୍ତି ନେବ।

ନୂଆପଡ଼ା ବିଜେଡି ହାତରେ ଥିଲା ଯଦି ଆମେ ଜିତିବୁ ଆମେ ତାଙ୍କ ହାତରୁ ସେଇଟା ଛଡେଇନବୁ। କିଏ

ଜିତିବ ତାହା ପ୍ରଥମ ଆଧାର ହେବା କଥା ସେନେଇ ଦଳ ନିଷ୍ପତ୍ତି ନେବ। ଗତ ସାଧାରଣ ନିର୍ବାଚନରେ

କିଛି ସମସ୍ୟା ଥିଲା ସେଥିପାଇଁ ଆମେ ତୃତୀୟ ସ୍ଥାନରେ ଥିଲୁ ଏଥର ପ୍ରଥମ ହେବୁ ଆମର ଆଶା ଥିବା

କହିଛନ୍ତି ଜୟ ନାରାୟଣ ମିଶ୍ର ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande