ଭବାନୀପାଟଣା, ୨୩ ସେପ୍ଟେମ୍ବର (ହି.ସ) - ଆଜି ଭବାନୀପାଟଣା ସ୍ଥିତ ଟାଉନ ହଲ ଠାରେ ଜିଲ୍ଲା ସ୍ତରୀୟ କର୍ମଶାଳା ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଥିଲା । ଏହି କର୍ମ ।ଳାରେ କନ୍ଧମାଳ ଜିଲ୍ଲା ଲୋକ ସଭା ସଦସ୍ୟ ସୁକାନ୍ତ ପାଣିଗ୍ରାହୀ ଭାଇ, ବିଜେପି କଳାହାଣ୍ଡି ଜିଲ୍ଲା ସଭାପତି ଯୁଗଳ ପୋଡ଼, ଲୋକନାଥ ଦୁର୍ଗା, ତଥା ଜିଲ୍ଲା ର ସମସ୍ତ ଛାମୁଆ କର୍ମ କର୍ତା, ମହିଳା କର୍ମକର୍ତା କର୍ମୀ ଉପସ୍ଥିତ ରହିଥିଲେ । ଏହି କର୍ମଶାଳାରେ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରିବାର ବିଭିନ୍ନ କଥା, ସମାନତା ଅପକ୍ଷୟ ନ କରିବା, ପ୍ଲାନଟେସନ ପର୍ଯ୍ୟବେକ୍ଷଣ ଏକାଠି, ଘରେ ଭୋଜନ କରିବା ସାମୁହିକ ପ୍ରାଥନା କରିବା କୁଟୁମ୍ବ ପ୍ରଭୋଦନ ସମାଜର ପରିବର୍ତନ, ଭାରତରେ ତିଆରି ଜିନିଷ ବ୍ୟବହାର କରିବା ଏହିପରି ବିଭିନ୍ନ ପ୍ରକାର ବାର୍ତା ସମସ୍ତଙ୍କୁ କରିବାକୁ ଆଲୋଚନା କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ