ସାର ବୋହିନେଲେ ଚାଷୀ
ଗଞାମ, ୨୩ ସେପ୍ଟେମ୍ବର (ହି.ସ.)- ଗଞ୍ଜାମ ଜିଲ୍ଲା ‌ମୈ।ଳାଭଣଜା ସେଵା ସମବାୟ ସମିତି ସମ୍ପାଦକଙ୍କୁ ଉତ୍ୟକ୍ତ ଚାଷୀମାନେ ଘେରାଉ କରି ସମିତି ଗୋଦାମରୁ ସାର ବସ୍ତା ବୋହି ଲୁଟି ନେଇଛନ୍ତି। ସାର‌ନେଵାକୁ ଚାଷୀ ଲମ୍ବା ଧାଡି ଵାନ୍ଧିଥିଲେ। ସାର ନପାଇ ରାସ୍ତାରୋକ କରିଥିଲେ।ଏହାପରେ‌ ଚାଷୀମାନେ‌ ସାର‌ ଲୁଟି‌
ସାର ବୋହିନେଲେ ଚାଷୀ


ଗଞାମ, ୨୩ ସେପ୍ଟେମ୍ବର (ହି.ସ.)- ଗଞ୍ଜାମ ଜିଲ୍ଲା ‌ମୈ।ଳାଭଣଜା ସେଵା ସମବାୟ ସମିତି ସମ୍ପାଦକଙ୍କୁ ଉତ୍ୟକ୍ତ ଚାଷୀମାନେ ଘେରାଉ କରି ସମିତି ଗୋଦାମରୁ ସାର ବସ୍ତା ବୋହି ଲୁଟି ନେଇଛନ୍ତି। ସାର‌ନେଵାକୁ ଚାଷୀ ଲମ୍ବା ଧାଡି ଵାନ୍ଧିଥିଲେ। ସାର ନପାଇ ରାସ୍ତାରୋକ କରିଥିଲେ।ଏହାପରେ‌ ଚାଷୀମାନେ‌ ସାର‌ ଲୁଟି‌ ନେଇଥିଲେ। ଦିଗପହଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ‌ସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି।‌

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande