ଖେଳ ପଡିଆରୁ ଜଳ ନିଷ୍କାସନର ସ୍ଥାୟୀ ସମାଧାନ ହେଉ
ଭଦ୍ରକ, ୨୩ ସେପ୍ଟେମ୍ବର (ହି.ସ.) - ଖେଳ ପଡିଆ ର ଅଭାବ ପ୍ରତ୍ୟେକ ପଂଚୟତ ପାଇଁ ଏକ ସମସ୍ୟା ଭାବେ ଦେଖା ଯାଉ ଥିବା ବେଳେ ହାତ ଗଣତି ଥିବା କେତେକ ଖେଳ ପଡିଆ ର ସୁରକ୍ଷା ପ୍ରତି ଦୃଷ୍ଟି ନ ରହିବା ପରିତାପର ର ବିଷୟ ହୋଇ ଅଛି। ପୂର୍ବ ୟୁ ପି ଏ ସରକାର ଅମଳ ରେ ପାଇକା ଯୋଜନା ମାଧ୍ୟମ ରେ ଏ ଦିଗ ରେ ଅର୍ଥ ବ୍
KHELA PADIARU JALA NISKASAN DABI


ଭଦ୍ରକ, ୨୩ ସେପ୍ଟେମ୍ବର (ହି.ସ.) - ଖେଳ ପଡିଆ ର ଅଭାବ ପ୍ରତ୍ୟେକ ପଂଚୟତ ପାଇଁ ଏକ ସମସ୍ୟା ଭାବେ ଦେଖା ଯାଉ ଥିବା ବେଳେ ହାତ ଗଣତି ଥିବା କେତେକ ଖେଳ ପଡିଆ ର ସୁରକ୍ଷା ପ୍ରତି ଦୃଷ୍ଟି ନ ରହିବା ପରିତାପର ର ବିଷୟ ହୋଇ ଅଛି। ପୂର୍ବ ୟୁ ପି ଏ ସରକାର ଅମଳ ରେ ପାଇକା ଯୋଜନା ମାଧ୍ୟମ ରେ ଏ ଦିଗ ରେ ଅର୍ଥ ବ୍ୟୟ କରା ଯାଇ ଧ୍ୟାନ ଦିଆ ଯାଇ ଆସୁ ଥିଲା ବେଳେ ଏବେ ସେ ସବୁ ବନ୍ଦ ହୋଇ ଅଛି।ଜଳ ପରିମଳ ପାଇଁ ପଂଚ।ୟତ ଗୁଡିକୁ ଯେପରି ଅର୍ଥ ଦିଆ ଯା ଅଛି, ଏନେଇ ଲମ୍ବା ସମୟ ଧରି କୌଣସି ଅର୍ଥ ବେବସ୍ଥା ନାହିଁ।ସର ସଦା ପଂଚ।ୟତ ର ସ୍କୁଲ ପଛ ପଟେ ଥିବା ବିସ୍ତିର୍ଣ ଖେଳ ପଡିଆ ଏପରି ଅବସ୍ଥା ରେ ପଡ଼ି ରହି ଅଛି। ଏହାକୁ ମିନି ଷ୍ଟାଡିୟମ ଭାବେ ନିର୍ମାଣ ପାଇଁ ସମସ୍ତ ଯୋଗ୍ୟତା ଥିବା ବେଳେ ଧ୍ୟାନ ତ ଦିଆ ଯାଇ ନାହିଁ। ଏପରିକି ପ୍ରତି ବର୍ଷା ଋତୁ ଚାରୀ ମାସ ଜଳ।ବର୍ଣ୍ଣ ରହୁ ଅଛି ପଡିଆ ଟି। ସାହୁ ସାହି, ମ।ସ୍ତାନୀ ସାହି, କୁରିକନା, ନେନ୍ତିପୁର, ଜେନାସାହି, ପଟ।ପୋଳ ଆଦି ଗାଁ ର ପିଲା ମାନେ ଏହି ପଡିଆ କୁ ବେବହାର କରିନପାରି ମାନସ୍ତାପ ରେ ରହୁ ଛନ୍ତି। ଏହି ପଡିଆ ର କିଛି ଅଂଶ ତହସିଲ ପକ୍ଷ ରୁ ସ୍କୁଲ କୁ ମଧ୍ୟ ଆବଂଟନ କାରାଯାଇଅଛି ଖେଳିବାପାଇଁ। ଏପରି ସ୍ଥଳେ ଖେଳ ପଡିଆ ର ଅବସ୍ଥା ବିଷମ ହୋଇ ଅଛି। ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦୁ ସାମଲ ଜିଲ୍ଲା କ୍ରୀଡା ଅଧିକାରୀ ଙ୍କ ସହ ଏହି ସ୍ଥାନ ପରି ଦର୍ଶନ କରି ଏହାର ରୂପ ରେଖ ବଦଳାନ୍ତୁ ବୋଲି ଦାବୀ ହୋଇ ଅଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande