ବିଶ୍ଵ ଆୟୁର୍ବେଦ ଦିବସ ପାଳିତ
ଜୟପୁର, ୨୩ ସେପ୍ଟେମ୍ବର (ହି.ସ.)- ଜୟପୁର ଯାଦବ ଭବନ ଠାରେ କୋରାପୁଟ ଜିଲା ଆୟୁର୍ବେଦ ବିକାଶ ପରିଷଦର ସମ୍ପାଦକ କବିରାଜ ପରମେଶ୍ୱର ପାତ୍ରଙ୍କ ଆହ୍ୱାନ କ୍ରମେ ଉପ ସଭାପତି କବିରାଜ କ୍ଷେତ୍ରବାସୀ ପଣ୍ଡାଙ୍କ ସଭାପିତତ୍ୱରେ ଆୟୁର୍ବେଦ ଦିବସ ପାଳନ କରାଯାଇଛି । ଏହି ବିଶ୍ୱ ଆୟୁର୍ବେଦ ବିଷୟରେ ଡାକ୍ତର ସ
ବିଶ୍ୱ ଆୟୁବେଦ ଦିବସ ପାଳିତ


ଜୟପୁର, ୨୩ ସେପ୍ଟେମ୍ବର (ହି.ସ.)- ଜୟପୁର ଯାଦବ ଭବନ ଠାରେ କୋରାପୁଟ ଜିଲା ଆୟୁର୍ବେଦ ବିକାଶ ପରିଷଦର ସମ୍ପାଦକ କବିରାଜ ପରମେଶ୍ୱର ପାତ୍ରଙ୍କ ଆହ୍ୱାନ କ୍ରମେ ଉପ ସଭାପତି କବିରାଜ କ୍ଷେତ୍ରବାସୀ ପଣ୍ଡାଙ୍କ ସଭାପିତତ୍ୱରେ ଆୟୁର୍ବେଦ ଦିବସ ପାଳନ କରାଯାଇଛି । ଏହି ବିଶ୍ୱ ଆୟୁର୍ବେଦ ବିଷୟରେ ଡାକ୍ତର ସିମସନ ସାହୁ, ଡାକ୍ତର ଜିନିଆ ରାଣି ମହାଙ୍କୁଡ, ଡାକ୍ତର ଶ୍ରୀକାନ୍ତ ପାତ୍ର, ଶିବ କେଶବ ଦାସ, ରାଜେନ୍ଦ୍ର ଜେନା, ପ୍ରଦିପ୍ତ କୁମାର ନାୟକ, ବୈଦ ସୁଧିର ରଞ୍ଜନ ରାଉତ, ସୂର୍ଯ୍ୟ ନାରାୟଣ ମିଶ୍ର, ବୈଦ ଦୁର୍ଗା ପ୍ରସାଦ ପଣ୍ଡା, କବିରାଜ ତ୍ରିପତି ସାହୁ, ବୈଦ ସୌମ୍ୟ ରଞ୍ଜନ ବେହେରା, ଲିଲୁ ପାତ୍ର, ଜବାହାର ଲାଲ ଜେନା, କୃଷ୍ଣ ଚନ୍ଦ୍ର ହୋତା, ସତ୍ୟ ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲୋ

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande