ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ଅଭିଯୋଗରେ ବିଧାନସଭା ସମ୍ମୁଖରେ ବିଜେଡିର ପ୍ରତିବାଦ
ଭୁବନେଶ୍ୱର, 23 ସେପ୍ଟେମ୍ବର (ହି.ସ.)- ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ଅଭିଯୋଗରେ ବିଜେଡି ପ୍ରତିବାଦ କରିଛି । ବିଧାନସଭା ସମ୍ମୁଖରେ ଜୋରଦାର୍ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେଡି । ୨ଟି ବ୍ୟାରିକେଡ୍ ଭାଙ୍ଗିବା ସହ ଗାନ୍ଧି ମାର୍ଗରେ ଖଣ୍ଡଯୁଦ୍ଧ ସ୍ଥିତି ଦେ
ପଞ୍ଚାୟତ ପ୍ରତିନିଧିଙ୍କ     କ୍ଷମତା ସଙ୍କୁଚିତ ଅଭିଯୋଗରେ ବିଧାନସଭା ସମ୍ମୁଖରେ ବିଜେଡିର ପ୍ରତିବାଦ


ଭୁବନେଶ୍ୱର, 23 ସେପ୍ଟେମ୍ବର (ହି.ସ.)- ପଞ୍ଚାୟତ

ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ଅଭିଯୋଗରେ ବିଜେଡି ପ୍ରତିବାଦ କରିଛି । ବିଧାନସଭା ସମ୍ମୁଖରେ

ଜୋରଦାର୍ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେଡି । ୨ଟି ବ୍ୟାରିକେଡ୍ ଭାଙ୍ଗିବା ସହ ଗାନ୍ଧି

ମାର୍ଗରେ ଖଣ୍ଡଯୁଦ୍ଧ ସ୍ଥିତି ଦେଖାଦେଇଥିଲା । ବିଧାନସଭା ଆଡ଼କୁ ଅଗ୍ରସର ବେଳେ

ବିକ୍ଷୋଭକାରୀଙ୍କୁ ଉଠାଇନେଇଛି ପୋଲିସ । ପରିସ୍ଥିତି ନିୟନ୍ତ୍ରଣ ପାଇଁ ବିକ୍ଷୋଭକାରୀଙ୍କ ଉପରକୁ

ପୋଲିସ ପାଣି ମାଡ଼ କରିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande