କ୍ୟାପିଟାଲ୍ ହସ୍ପିଟାଲରେ ସିକ୍ୟୁରିଟି ଗାର୍ଡଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
ଭୁବନେଶ୍ୱର, 23 ସେପ୍ଟେମ୍ବର (ହି.ସ.)- ଆଶାନ୍ତ ହୋଇ ପଡ଼ିଛି କ୍ୟାପିଟାଲ ହସ୍ପିଟାଲ ।ଶିଶୁ ପୁତ୍ର ମୃତ୍ୟୁ ଅଭିଯୋଗରେ ଗତକାଲି ଆନ୍ଦୋଳନ ବେଳେ ସିକ୍ୟୁରିଟି ଗାର୍ଡଙ୍କୁ ଆକ୍ରମଣ ହୋଇଥିଲା।ସ୍ମାର୍ଟ ସିଟି ଅଟୋଚାଳକ ସଙ୍ଘ ଓ କ୍ୟାପିଟାଲ ହସ୍ପିଟାଲ ସିକୁରୀଟି ଗାର୍ଡ ଭିତରେ
କ୍ୟାପିଟାଲ୍ ହସ୍ପିଟାଲରେ     ସିକ୍ୟୁରିଟି ଗାର୍ଡଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ


ଭୁବନେଶ୍ୱର, 23 ସେପ୍ଟେମ୍ବର (ହି.ସ.)- ଆଶାନ୍ତ ହୋଇ

ପଡ଼ିଛି କ୍ୟାପିଟାଲ ହସ୍ପିଟାଲ ।ଶିଶୁ ପୁତ୍ର ମୃତ୍ୟୁ ଅଭିଯୋଗରେ ଗତକାଲି ଆନ୍ଦୋଳନ ବେଳେ ସିକ୍ୟୁରିଟି

ଗାର୍ଡଙ୍କୁ ଆକ୍ରମଣ ହୋଇଥିଲା।ସ୍ମାର୍ଟ ସିଟି ଅଟୋଚାଳକ ସଙ୍ଘ ଓ କ୍ୟାପିଟାଲ ହସ୍ପିଟାଲ ସିକୁରୀଟି

ଗାର୍ଡ ଭିତରେ ଗଣ୍ଡଗୋଳ ହୋଇଥିଲା । ଆଜି ନ୍ୟାୟ ଦାବିରେ ସିକୁରିଟି ଗାର୍ଡ କ୍ୟାପିଟାଲ

ହସ୍ପିଟାଲ 1 ନମ୍ବର

ଗେଟ ଆଗରେ ଆନ୍ଦୋଳନ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande