ଜୟପୁର25 ସେପ୍ଟେମ୍ବର (ହି.ସ.)
ବିପଦପୁଣ୍ଣ ଟ୍ରାନ୍ସଫରମର ରେ ଲାଗି ହୁତୁ ହୁତୁ ହୋଇ ଜଳି ଗାଇର ମୃତ୍ୟୁ ହୋଇଛି । ଏପରି ଘଟଣା ଘଟିଛି ଧାନବି ଟାଉନସିପ ନିକଟରେ । ଏପରି ହୁୃଦୟ ବିଦାରକ ଦୃଶ୍ୟ ଦେଖି ଜୟପୁର ବାସୀ ଆଶ୍ଚଯ୍ୟ ହେବା ସହ ଟାଟା ପାଓାର ଅବହେଳା କୁ ପ୍ରଶ୍ନ କରିଛିନ୍ତି । ଟ୍ରାନ୍ସସଫରମରଟି ମୁକୁଳା ହୋଇ ପଡିଥିବା ବେଳେ ନିରିହ ଜାବ ଯନ୍ତ୍ରୁ ଯାଇ ଚ୍ରାନ୍ସଫରମର ସ୍ପର୍ଶରେ ଆସି ମୁତ୍ୟୁ ବରଣ କରୁଛନ୍ତି । ବାରମ୍ବାର ଡ୍ରାନସଫରମର ଚାରି ପଟେ ବାଡ କିମ୍ବା ପାଚେରି ପାଇ ଦାବି କଲେ ମଧ୍ୟ ଟାଟା ପାଓାର କତ୍ତୃପକ୍ଷ କଣ୍ଣପାତ କରୁନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି