କେନ୍ଦୁଝର, ୨୫ ସେପ୍ଟେମ୍ବର (ହି.ସ.) - ଚମ୍ପୁଆ ନଗର ମଣ୍ଡଳୀ ସାଂସଦ ପ୍ରତିନିଧିଙ୍କ କାର୍ଯ୍ୟାଳୟରେ ଦିନ ଦୟାଲ ଉପାଧ୍ୟାୟଙ୍କ ଜନ୍ମ ବାର୍ଷିକ ପାଳନ ହେଇଛି । ଏଥିରେ ମୁଖ୍ୟ ଅତିଥି ରମେଶ ଚନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ପ୍ରତିନିଧି ଯୋଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସୁଧୀର କୁମାର ସର୍ଦାର ସାଂସଦ ପ୍ରତିନିଧି, ମହତାବ ଅଲମ ମାଇନାରୀଟି ଜିଲ୍ଲା ସଭାପୋତି ପୋହଲି ନାଏକ ସାଂସଦ ପ୍ରତିନିଧି ସଦ୍ଦାମ ହୁସେନ , ୨୧୧ ବୂଥ ସଭାପତି ତପନ କୁମାର ଉଗୁରଶାଣ୍ଡି , ୨୧୪ବୂଥ ସଭାପତି ଯସୀମ ଅକ୍ଷତାର, ୨୧୦ ବୂଥ ସଭାପତି ଦୁର୍ଜ଼ୀଧାନ ଝୋରା ଅଭିନାଶ ସାହୁ ଯୁବ ମୋର୍ଚା ସଭାପତି ନାରାୟଣ ମହାନ୍ତ, ରାମଚନ୍ଦ୍ର ମହାକୁଡ଼, ବିବୁ ମହାକୁଡ଼, ଅବଜୁଲା ଭାଇଙ୍କ ସହ ବହୁ ବିଜେପି କର୍ମୀ ଯୋଗ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA