ପଲାଣଘାଟି ଶକ୍ତିକେନ୍ଦ୍ରର ଜାମୁଲେଇବେଡା ଗ୍ରାମରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ପାଳନ
କେନ୍ଦୁଝର, 25 ସେପ୍ଟେମ୍ବର (ହି.ସ.)ଆଜି ପାଟଣା ମଣ୍ଡଳ ବିଜେପି ପକ୍ଷରୁ ପଲାଣଘାଟି ଶକ୍ତିକେନ୍ଦ୍ରର ଜାମୁଲେଇବେଡା ଗ୍ରାମରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି, ପାଟଣା ମଣ୍ଡଳ ସଭାପତି ବ୍ରଜ ବନ୍ଧୁ ସେଠିଙ୍କ ଅଧ୍ୟକ୍ଷତାରେ ଉକ୍ତ କାର୍ଯ୍ୟକ୍ରମ ସଫଳ ହୋଇଅଛି, କାର୍ଯ୍ୟକ୍ରମକୁ
ପଲାଣଘାଟି ଶକ୍ତିକେନ୍ଦ୍ରର ଜାମୁଲେଇବେଡା ଗ୍ରାମରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ପାଳନ


କେନ୍ଦୁଝର, 25 ସେପ୍ଟେମ୍ବର (ହି.ସ.)ଆଜି ପାଟଣା ମଣ୍ଡଳ ବିଜେପି ପକ୍ଷରୁ ପଲାଣଘାଟି ଶକ୍ତିକେନ୍ଦ୍ରର ଜାମୁଲେଇବେଡା ଗ୍ରାମରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି, ପାଟଣା ମଣ୍ଡଳ ସଭାପତି ବ୍ରଜ ବନ୍ଧୁ ସେଠିଙ୍କ ଅଧ୍ୟକ୍ଷତାରେ ଉକ୍ତ କାର୍ଯ୍ୟକ୍ରମ ସଫଳ ହୋଇଅଛି, କାର୍ଯ୍ୟକ୍ରମକୁ ସାଂସଦ ପ୍ରତିନିଧୂ ପ୍ରହ୍ଲାଦ ପଲେଇ, ଓ ପୂର୍ବତନ ମଣ୍ଡଳ ସଭାପତି ରମେଶ ଚନ୍ଦ୍ର ମହାନ୍ତି, ସମସ୍ତ କାର୍ଯ୍ୟକର୍ତା ଙ୍କୁ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଙ୍କ ବ୍ୟକ୍ତିତ୍ବ, ଦାର୍ଶନିକ,ସାମାଜିକ ସଂସ୍କାରକ ତଥା ରାଜନେତା ଏବଂ ସମାଜର ଅନେକ ପରିବର୍ତନ ଆଣିଦେଇଥୁବାର ବାର୍ତା କାର୍ଯ୍ୟକର୍ତାଙ୍କୁ ଦେଲେ, ଉକ୍ତି କାର୍ଯ୍ୟକ୍ରମରେ କୃଷକ ନେତା ଡମ୍ବରୁ ମହାନ୍ତି, ୟୁବ ସଭାପତି ନୀତେଶ କୁମାର ମହାନ୍ତି, ସମସ୍ତ ଶକ୍ତିକେନ୍ଦ୍ର ପ୍ରମୁଖ ଓ ବୁଥ ସଭାପତି ଗଣ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande