କେନ୍ଦୁଝର, 25 ସେପ୍ଟେମ୍ବର (ହି.ସ.)
ଆଜି ବିଜେପି କେନ୍ଦୁଝର ନଗର ମଣ୍ଡଳ ତରଫରୁ ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଦିବସ ପାଳନ କରାଯାଇଛି। ଏହି ଦିବସ ଉପଲକ୍ଷେ ବାଲୁଙ୍କେଶ୍ୱର ମନ୍ଦିର ଠାରେ ଦିନଦୟାଲ ଉପାଧ୍ୟାୟଙ୍କ ଫୋଟଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରଯାଇଥିଲା । ଏହା ପରେ ମନ୍ଦିର ପ୍ରାଙ୍ଗଣରେ ସଫେଇ କାର୍ଯ୍ୟ ହୋଇଥିଲା l ଏଥିରେ କେନ୍ଦୁଝରଗଡ ପୌରପାଳିକା ଅଧ୍ୟକ୍ଷାନିକୁ ସାହୁଙ୍କ ସହ ବହୁ ନଗର ମଣ୍ଡଳ କର୍ଯ୍ୟକ୍ରତା ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA