ମୋଦୀଜିଙ୍କ ସଫଳତାର କାହାଣୀର ପ୍ରଦର୍ଶନୀ ଉଦ୍ଘାଟିତ
ବଲାଙ୍ଗିର, ୨୫ ସେପ୍ଟେମ୍ବର (ହି.ସ.)- ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି ଙ୍କ ସଫଳତାର କାହାଣୀର ବିବରଣୀ ସ୍ଥାନୀୟ ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟାଳୟ ଆଗରେ ଚିତ୍ର ପ୍ରଦର୍ଶନୀକୁ ଜିଲ୍ଲା ବିଜେପି ଜିଲ୍ଲା ସଭାପତି ଶ୍ରୀହର୍ଷ ବେହେରାଙ୍କ ଦ୍ଵାରା ଆଜି ଅପରାହ୍ନରେ ଉଦ୍ଘାଟିତ ହୋଇଯାଇଛି। ଏହି କାର୍ଯ୍ୟ
ମୋଦୀଜି ସଫଳତା ର କାହାଣୀ ର ପ୍ରଦର୍ଶନୀ ଉଦ୍ଘାଟିତ


ମୋଦୀଜି ସଫଳତା ର କାହାଣୀ ର ପ୍ରଦର୍ଶନୀ ଉଦ୍ଘାଟିତ


ମୋଦୀଜି ସଫଳତା ର କାହାଣୀ ର ପ୍ରଦର୍ଶନୀ ଉଦ୍ଘାଟିତ


ମୋଦୀଜି ସଫଳତା ର କାହାଣୀ ର ପ୍ରଦର୍ଶନୀ ଉଦ୍ଘାଟିତ


ମୋଦୀଜି ସଫଳତା ର କାହାଣୀ ର ପ୍ରଦର୍ଶନୀ ଉଦ୍ଘାଟିତ


ବଲାଙ୍ଗିର, ୨୫ ସେପ୍ଟେମ୍ବର (ହି.ସ.)- ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି ଙ୍କ ସଫଳତାର କାହାଣୀର ବିବରଣୀ ସ୍ଥାନୀୟ ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟାଳୟ ଆଗରେ ଚିତ୍ର ପ୍ରଦର୍ଶନୀକୁ ଜିଲ୍ଲା ବିଜେପି ଜିଲ୍ଲା ସଭାପତି ଶ୍ରୀହର୍ଷ ବେହେରାଙ୍କ ଦ୍ଵାରା ଆଜି ଅପରାହ୍ନରେ ଉଦ୍ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରି ରଞ୍ଜିତା ପାଣିଗ୍ରାହୀ, ବରିଷ୍ଠ ନେତ୍ରୀ ପଙ୍କଜିନି ପଣ୍ଡା, ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଅମରଜିତ୍ ପଟେଲଙ୍କ ସମେତ ଯୁବମୋର୍ଚ୍ଚା, ମହିଳା ମୋର୍ଚ୍ଚା ସଂଗଠନ ଓ ଅନେକ ଦଳୀୟ କାର୍ଯ୍ୟକର୍ତ୍ତା ଓ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ। ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପର୍ଯ୍ୟନ୍ତ ସରକାରଙ୍କ ଉପଲବ୍ଧିକୁ ଜନସାଧାରଣଙ୍କ ପାଖରେ ବିଭିନ୍ନ ମାଧ୍ୟମରେ ପ୍ରଚାର ପ୍ରସାର ପାଇଁ ଶ୍ରୀ ବେହେରା ଆହ୍ଵାନ ଦେଇ ସମସ୍ତଙ୍କୁ ସହଯୋଗ କରିବାକୁ କହିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande