ଭଙ୍ଗା କୁଡ଼ିଆ ଘର ବାରଣ୍ଡାରେ ଚାଲିଛି ଅଙ୍ଗନବାଡି
କେନ୍ଦ୍ର
ଭଙ୍ଗା କୁଡ଼ିଆ ଘର ବାରଣ୍ଡାରେ ଚାଲିଛି ଅଙ୍ଗନବାଡି


ଘଟଗାଁ, ୨୫ ସେପ୍ଟେମ୍ବର (ହି.ସ.) - ସ୍ଥାନୀୟ ବ୍ଲକର ଗର୍ଭବତୀ ପ୍ରସୂତି ମହିଳା ଓ ଶିଶ ମାନଙ୍କ ସ୍ୱାସ୍ଥ୍ୟ ସହିତ ପ୍ରାକ ଶିକ୍ଷାର ବିକାଶ ଉଦେଶ୍ୟରେ ସମନ୍ୱିତ ଶିଶୁ ବିକାଶ ଯୋଜନା ୧୯୮୬ ମସିହାରେ କାର୍ଯ୍ୟକାରୀ ହୋଇଛି । ଦୀର୍ଘ ୩୮ବର୍ଷ ବିତିଯାଇଥିଲେ ମଧ୍ୟ ଭଙ୍ଗା କୁଡ଼ିଆ ଘର ବାରଣ୍ଡାରେ ଅଙ୍ଗନବାଡି କେନ୍ଦ୍ର ଚାଲିଥିବା ଦେଖିବାକୁ ମିଳିଛି ତରାଗ୍ରାମ ପଂଚାୟତ ଅଧିନସ୍ଥ ବେଢାପାଳ ଗ୍ରାମରେ । କେନ୍ଦ୍ର ଗୃହ ନିର୍ମାଣ କରାଯିବାକୁ ଗ୍ରାମବାସୀ ପ୍ରଶାସନ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande