ଫେବୃୟାରୀ 17ରୁ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା
ଭୁବନେଶ୍ୱର, 25 ସେପ୍ଟେମ୍ବର (ହି.ସ.)-ପ୍ରକାଶ ପାଇଲା ସିବିଏସଇ ବୋର୍ଡ ପରୀକ୍ଷା ସୂଚୀ । ଆସନ୍ତା ଫେବୃୟାରୀ ୧୭ ରୁ ଆରମ୍ଭ ହେବ ଉଭୟ ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷା । ପ୍ରଥମ ଥର ପାଇଁ ଚଳିତ ବର୍ଷ ଦଶମ ଶ୍ରେଣୀରେ
ଫେବୃୟାରୀ 17ରୁ ସିବିଏସଇ     ଦଶମ ଓ ଦ୍ୱାଦଶ ପରୀକ୍ଷା


ଭୁବନେଶ୍ୱର, 25 ସେପ୍ଟେମ୍ବର (ହି.ସ.)-ପ୍ରକାଶ ପାଇଲା ସିବିଏସଇ ବୋର୍ଡ ପରୀକ୍ଷା

ସୂଚୀ । ଆସନ୍ତା ଫେବୃୟାରୀ

୧୭ ରୁ ଆରମ୍ଭ ହେବ

ଉଭୟ ଦଶମ ଓ

ଦ୍ଵାଦଶ ଶ୍ରେଣୀ ପରୀକ୍ଷା । ପ୍ରଥମ ଥର ପାଇଁ

ଚଳିତ ବର୍ଷ ଦଶମ

ଶ୍ରେଣୀରେ ୨ଟି ବୋର୍ଡ଼ ପରୀକ୍ଷାର ଆୟୋଜନ କରାଯିବ ।

ଫେବୃୟାରୀ ୧୭ ରୁ ମାର୍ଚ୍ଚ

୯ ଯାଏ ଦଶମ ପରୀକ୍ଷା

ପ୍ରଥମ ସେସନ ହେବ । ଦ୍ୱିତୀୟ ସେସନ ମେ ୧୫ ରୁ

ଜୁନ୍ ୧ ଯାଏ ପରୀକ୍ଷା ଅନୁଷ୍ଠିତ

ହେବ । ସେପଟେ ଫେବୃଆରୀ ୧୭ରୁ

ଏପ୍ରିଲ ୯ ଯାଏ ଚାଲିବ

ଯୁକ୍ତ ୨ ପରୀକ୍ଷା । ପୁରା ଦେଶରେ

ମୋଟ ପାଖାପାଖି ୪୫ ଲକ୍ଷ୍ୟ ଛାତ୍ର ଛାତ୍ରୀ

ଦେବେ ପରୀକ୍ଷା। ଦେଶ ବାହାରେ ଅନ୍ୟ

୨୬ ଟି ସ୍ଥାନରେ ହେବ ପରୀକ୍ଷା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande