ଚୁକଟିଆ ଭୁଞ୍ଜିଆ ଜନଜାତି ସମ୍ପ୍ରଦାୟରୁ ପ୍ରଥମ ମେଧାବୀ ଛାତ୍ରୀ ଭାବେ ସେ ପିଏଚଡି ଡିଗ୍ରୀ ହାସଲ କରିଥିବା ଯାମିନୀ ଝାଙ୍କରଙ୍କ ପ୍ରଶଂସା କଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର, 25 ସେପ୍ଟେମ୍ବର (ହି.ସ.) - ଚୁକଟିଆ ଭୁଞ୍ଜିଆ ଜନଜାତି ସମ୍ପ୍ରଦାୟରୁ ପ୍ରଥମ ମେଧାବୀ ଛାତ୍ରୀ ଭାବେ ସେ ପିଏଚଡି ଡିଗ୍ରୀ ହାସଲ କରିଥିବା ଯାମିନୀ ଝାଙ୍କରଙ୍କ ପ୍ରଶଂସା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କ
ଚୁକଟିଆ ଭୁଞ୍ଜିଆ ଜନଜାତି     ସମ୍ପ୍ରଦାୟରୁ ପ୍ରଥମ ମେଧାବୀ ଛାତ୍ରୀ ଭାବେ ସେ ପିଏଚଡି ଡିଗ୍ରୀ ହାସଲ କରିଥିବା ଯାମିନୀ     ଝାଙ୍କରଙ୍କ ପ୍ରଶଂସା କଲେ ନବୀନ ପଟ୍ଟନାୟକ


ଭୁବନେଶ୍ୱର, 25 ସେପ୍ଟେମ୍ବର (ହି.ସ.)

- ଚୁକଟିଆ

ଭୁଞ୍ଜିଆ ଜନଜାତି ସମ୍ପ୍ରଦାୟରୁ ପ୍ରଥମ ମେଧାବୀ ଛାତ୍ରୀ ଭାବେ ସେ ପିଏଚଡି ଡିଗ୍ରୀ ହାସଲ

କରିଥିବା ଯାମିନୀ ଝାଙ୍କରଙ୍କ ପ୍ରଶଂସା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ

ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ନୂଆପଡ଼ାର ଯାମିନୀ ଝାଙ୍କରଙ୍କ ସଫଳତା ସମସ୍ତଙ୍କ

ପାଇଁ ପ୍ରେରଣା।

ନବୀନ କହିଛନ୍ତି ଯେ, ଚୁକଟିଆ

ଭୁଞ୍ଜିଆ ଜନଜାତି ସମ୍ପ୍ରଦାୟରୁ ପ୍ରଥମ ମେଧାବୀ ଛାତ୍ରୀ ଭାବେ ସେ ପିଏଚଡି ଡିଗ୍ରୀ ହାସଲ

କରିଛନ୍ତି। ନିଜ ଦୃଢ଼ ନିଷ୍ଠା ଓ କଠିନ ପରିଶ୍ରମ ବଳରେ ସେ ଉଦାହରଣ ସାଜିଛନ୍ତି। ତାଙ୍କୁ ମୋର

ଆନ୍ତରିକ ଶୁଭେଚ୍ଛା ଜଣାଉଛି। ଆଗାମୀ ଦିନରେ ତାଙ୍କର ଆହୁରି ସଫଳତା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande