ଓଡ଼ିଶାରେ ଆୟୋଜିତ ହେବ 28 ତମ ଟେବୁଲ୍ ଟେନିସ ଟିମ୍ ଚମ୍ପିଆନସିପ
ଭୁବନେଶ୍ୱର, 25 ସେପ୍ଟେମ୍ବର (ହି.ସ.) - ଓଡ଼ିଶାରେ ଆୟୋଜିତ ହେବ 28 ତମ ଟେବୁଲ୍ ଟେନିସ ଟିମ ଚମ୍ପିଆନସିପ । 16 ବର୍ଷ ପରେ ଭାରତ ବର୍ଷରେ ଦ୍ଵିତୀୟ ତଥା ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ଚମ୍ପିୟାନସିପ ଆହୋଜିତ ହେଉଛି। 22 ଟି ଦେଶର ପାଖାପାଖି 450 ରୁ ଊର୍ଦ୍ଧ୍ବ ଖେଳାଳି ଏହି ଟେନ
ଓଡ଼ିଶାରେ ଆୟୋଜିତ ହେବ 28     ତମ ଟେବୁଲ୍ ଟେନିସ ଟିମ୍ ଚମ୍ପିଆନସିପ


ଭୁବନେଶ୍ୱର, 25 ସେପ୍ଟେମ୍ବର (ହି.ସ.)

- ଓଡ଼ିଶାରେ ଆୟୋଜିତ ହେବ 28 ତମ ଟେବୁଲ୍ ଟେନିସ ଟିମ ଚମ୍ପିଆନସିପ

। 16 ବର୍ଷ ପରେ ଭାରତ ବର୍ଷରେ ଦ୍ଵିତୀୟ ତଥା ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ଚମ୍ପିୟାନସିପ

ଆହୋଜିତ ହେଉଛି। 22 ଟି ଦେଶର ପାଖାପାଖି 450 ରୁ ଊର୍ଦ୍ଧ୍ବ ଖେଳାଳି ଏହି ଟେନିସ ଟିମ୍

ଚମ୍ପିଆନସିପରେ ଭାଗ ନେବେ। ଏହି ଟେନିସ ଟିମ୍ ଚମ୍ପିଆନସିପ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର

ଇଣ୍ଡୋର୍ ଆଥଲେଟିକ ସେଣ୍ଟରରେ ଆୟୋଜନକୁ ନେଇ କଳିଙ୍ଗ ଷ୍ଟାଡିୟମରେ ସାମ୍ୱାଦିକ ସମ୍ମିଳନୀ

କରଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଛନ୍ତି ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟ

ବଂଶୀ ସୁରଜଙ୍କ ସହ କ୍ରୀଡା ବିଭାଗର ସଚିବ ଓ ନିର୍ଦ୍ଦେଶକ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande