ଭୁବନେଶ୍ୱର, 27 ସେପ୍ଟେମ୍ବର (ହି.ସ.) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବରାତ୍ରୀର ଷଷ୍ଠ ଦିବସରେ ଦେବୀ କାତ୍ୟାୟନୀଙ୍କୁ ପ୍ରଣାମ ଜଣାଇଛନ୍ତି ।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ଚନ୍ଦ୍ରହାସୋଜ୍ଜ୍ୱଳକରା ଶାର୍ଦୂଲବରବାହନା। କାତ୍ୟାୟନୀ ଶୁଭଂ ଦଦ୍ୟାଦ୍ ଦେବୀ ଦାନବଘାତିନୀ॥ ନବରାତ୍ରୀର ଷଷ୍ଠ ଦିବସରେ ଦେବୀ କାତ୍ୟାୟନୀଙ୍କୁ କୋଟି କୋଟି ପ୍ରଣାମ। ମଙ୍ଗଳମୟୀ ମା' ଭକ୍ତମାନଙ୍କୁ ଶକ୍ତି ଓ ସାହସ ପ୍ରଦାନ କରନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ