କବିବର ରାଧାନାଥ ରାୟଙ୍କୁ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 28 ସେପ୍ଟେମ୍ବର (ହି.ସ.) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କବିବର ରାଧାନାଥ ରାୟଙ୍କୁ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜଣାଇଛନ୍ତି । ସେ ସୋସିଆଲ ମିଡିଆରେ ଲେଖିଛନ୍ତି, କବିବର ରାଧାନାଥ ରାୟ ଓଡ଼ିଆ ସାହିତ୍ୟ ଜଗତର ଆଧୁନିକ ଯୁଗସ୍ରଷ୍ଟା । ''ଚିଲିକା'', ''ମେଘଦୂତ'', ''ମହାଯାତ୍ରା'
କବିବର ରାଧାନାଥ ରାୟଙ୍କୁ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 28 ସେପ୍ଟେମ୍ବର (ହି.ସ.) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କବିବର ରାଧାନାଥ ରାୟଙ୍କୁ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜଣାଇଛନ୍ତି ।

ସେ ସୋସିଆଲ ମିଡିଆରେ ଲେଖିଛନ୍ତି, କବିବର ରାଧାନାଥ ରାୟ ଓଡ଼ିଆ ସାହିତ୍ୟ ଜଗତର ଆଧୁନିକ ଯୁଗସ୍ରଷ୍ଟା । 'ଚିଲିକା', 'ମେଘଦୂତ', 'ମହାଯାତ୍ରା' ଏବଂ 'ଚନ୍ଦ୍ରଭାଗା' ଭଳି ନିଜ କାଳଜୟୀ ରଚନାରେ ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଥିବା ଏହି ବିଶିଷ୍ଟ ସାରସ୍ୱତ ସାଧକଙ୍କ ପ୍ରତି ତାଙ୍କ ଜୟନ୍ତୀ ଅବସରରେ ମୋର ଭକ୍ତିପୂତ ପ୍ରଣାମ ଅର୍ପଣ କରୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande