ଭୁବନେଶ୍ୱର, 28 ସେପ୍ଟେମ୍ବର (ହି.ସ.) ନବରାତ୍ରୀର ସପ୍ତମ ଦିବସରେ ମା' କାଳରାତ୍ରିଙ୍କନିକଟରେ ମୁଖ୍ୟମନ୍ତ୍ରୀ
ମୋହନ ଚରଣ ମାଝୀ ପ୍ରାର୍ଥନା କରିଛନ୍ତି ।
ସେ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, କରାଳବଦନାଂ ଘୋରାଂ ମୁକ୍ତକେଶୀଂ ଚତୁର୍ଭୁଜାମ୍ ।
କାଳରାତ୍ରିଂ କରାଳିଂକା ଦିବ୍ୟାଂ ବିଦ୍ୟୁତମାଳା ବିଭୂଷିତାମ୍ ॥
ନବରାତ୍ରୀର ସପ୍ତମ ଦିବସରେ ମା'
କାଳରାତ୍ରିଙ୍କୁ
କୋଟି କୋଟି ପ୍ରଣାମ। ଦେବୀ କାଳରାତ୍ରି
ସମସ୍ତଙ୍କୁ ବିପଦ ଓ ଭୟରୁ ମୁକ୍ତ କରି ସୁରକ୍ଷା ପ୍ରଦାନ କରନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ