ଭୁବନେଶ୍ୱର, 28 ସେପ୍ଟେମ୍ବର (ହି.ସ.)
- ନବରାତ୍ରିର ସପ୍ତମ ଦିନରେ ମା' ବାଟମଙ୍ଗଳାଙ୍କ ନିକଟରେ
ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ
ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ନବରାତ୍ରିର ସପ୍ତମ ଦିନରେ ମା'
ବାଟମଙ୍ଗଳାଙ୍କ
ନିକଟରେ ଆପଣମାନଙ୍କ ମଙ୍ଗଳକାମନା କରୁଛି । ମା'
ଆପଣମାନଙ୍କ
ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ସଫଳତା ଭରିଦିଅନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା