ମାଲକାନଗିରି, ୩ ସେପ୍େଟମ୍ବର (ହି.ସ.) ବିହାର ନିର୍ବାଚନ ରାଲିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ,ତେଜସ୍ୱୀ ଯାଦବଙ୍କ ସଭାମଂଚରେ ପ୍ରଧାନମନ୍ତ୍ରୀ ଓ ତାଙ୍କ ସ୍ୱର୍ଗୀୟ ମାଙ୍କୁ ଅପଶବ୍ଦ କହିବାକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ସୃଷ୍ଟି ହେଇ ଥିବା ବେଳେ ଭାଜପା ପକ୍ଷରୁ ରାହୁଲ ଗାନ୍ଧି ଓ କଂଗ୍ରେସ ଦଳ ପକ୍ଷରୁ କ୍ଷମା ପାର୍ଥନା କରିବାକୁ ଦାବି ହୋଇଥ୍ ବା ବେ ଳେ ଆଜି ମାଲକାନଗିରି ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ସଭାପତି ଅଶୋକ କୁମାର ପରିଡ଼ାଙ୍କ ଉପସ୍ଥିତି ରେ ଆଜି କଂଗ୍ରେସ ଭବନ ସମ୍ମୁଖରେ ରାହୁଲ ଗାନ୍ଧୀ ମୁର୍ଧାବାଦ ନାରା ଦେବା ସହ କୁଶପୁତ ଳିକା ଦାହ କରିଥିଲେ ଓ ଏହି କାର୍ଯ୍ୟକ୍ରମରେ ଭାଜପା ମହିଳା ମୋର୍ଚ୍ଚା କର୍ମୀ ସବିତା ମିଶ୍ର, ଦ୍ରୌ ପ ଦୀ ପଟ୍ଟନାୟକ, ମମତା ମହାନ୍ତି,ଲକ୍ଷ୍ମୀପ୍ରିୟା ବାରିକ, ସନ୍ତୋସିନୀ ପାତ୍ର, ଉଜ୍ଜ୍ୱଳା ଦୋରା, ଉପସ୍ଥିତ ରହିଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ମାଣିକଲାଲ ଚକ୍ରବତୀ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରତନ ବଣିକ, ଜିଲ୍ଲା ସାଂସଦ ପ୍ରତିନିଧ୍ ସଞ୍ଜୟ ସରକାର, , ଜିଲ୍ଲା ବିଧାୟକ ପ୍ରତିନିଧୂ ନିହାର ରାୟଙ୍କ ସହିତ ଦଳର ଶତାଧି କ କର୍ମୀ ଉପସ୍ଥିତ ସ୍ଥିତ ଥିଲେ ।
--------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ