ସଭାପତି ଚୟନ ଲାଗି ନିଯୁକ୍ତ ପର୍ଯ୍ୟବେକ୍ଷକ ଥିରୁ ଆସାନ୍ ମୌଲାନା କେନ୍ଦୁଝର ଜିଲ୍ଲା ଗସ୍ତ
କେନ୍ଦୁଝର, ୩ ସେପ୍ଟେମ୍ବର (ହି.ସ.) - ଆସନ୍ତା କାଲି ଗୁରୁବାର ଜିଲ୍ଲା କଂଗ୍ରେସ ଭବନରେ ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ କେନ୍ଦୁଝର ଜିଲ୍ଲାର ଦଳୀୟ ସଭାପତି ଚୟନ ଲାଗି ନିଯୁକ୍ତ ପର୍ଯ୍ୟବେକ୍ଷକ ଥିରୁ ଆସାନ୍ ମୌଲାନା କେନ୍ଦୁଝର ଜିଲ୍ଲା ଗସ୍ତରେ ଆସିବେ। ଏହି କାର୍ଯ୍ୟକ୍ରମ ଲାଗି ଜିଲ୍ଲାର ସମସ୍ତ କ
ସଭାପତି ଚୟନ ଲାଗି ନିଯୁକ୍ତ ପର୍ଯ୍ୟବେକ୍ଷକ ଥିରୁ ଆସାନ୍ ମୌଲାନା କେନ୍ଦୁଝର ଜିଲ୍ଲା ଗସ୍ତ


କେନ୍ଦୁଝର, ୩ ସେପ୍ଟେମ୍ବର (ହି.ସ.) - ଆସନ୍ତା କାଲି ଗୁରୁବାର ଜିଲ୍ଲା କଂଗ୍ରେସ ଭବନରେ ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ କେନ୍ଦୁଝର ଜିଲ୍ଲାର ଦଳୀୟ ସଭାପତି ଚୟନ ଲାଗି ନିଯୁକ୍ତ ପର୍ଯ୍ୟବେକ୍ଷକ ଥିରୁ ଆସାନ୍ ମୌଲାନା କେନ୍ଦୁଝର ଜିଲ୍ଲା ଗସ୍ତରେ ଆସିବେ। ଏହି କାର୍ଯ୍ୟକ୍ରମ ଲାଗି ଜିଲ୍ଲାର ସମସ୍ତ କଂଗ୍ରେସ ନେତା ଓ କର୍ମୀଙ୍କୁ ନିମନ୍ତ୍ରଣ ରହିଛି। ଏହି ଗ୍ରସ୍ତ ସମୟରେ ସେ ଏକ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ଜିଲ୍ଲା ସଂଯୋଜିକା ସଙ୍ଗୀତା ସିଂ ସୁଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande