ଶ୍ରୀଜିଉଙ୍କ ରୌପ୍ୟ ବେଶ ଦର୍ଶନ ଦେଲେ ଶ୍ରୀ ଜିଉ
ଜୟପୁର, 3 ସେପ୍ଟେମ୍ବର (ହି.ସ.) ବଡ ଏକଦାଶୀ ଅବସରରେ ଜୟପୁର ଜଗନ୍ନାଥ ମନ୍ଦିରରେ ଶ୍ରୀଜିଉ ରୌପ୍ୟ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଏହା ସହ ମନ୍ଦିରରେ ସ୍ୱତନ୍ତ୍ର ନିତି କାନ୍ତି ଆଳତି କରାଯାଇଥିବା ମନ୍ଦିରର ମୁଖ୍ୟ ପୁରୋହିତ ଡମ୍ବୁର ଧର ପଣ୍ଡା ଓ ଜଗନ୍ନାଥ ତ୍ରିପାଠି ସୁଚନା ଦେଇଛନ୍ତି । ମନ୍ଦି
ଶ୍ରୀଜିଉଙ୍କ ରୌପ୍ୟ ବେଶ  ଦର୍ଶନ ଦେଲେ  ଶ୍ରୀ ଜିଉ


ଶ୍ରୀଜିଉଙ୍କ ରୌପ୍ୟ ବେଶ  ଦର୍ଶନ ଦେଲେ  ଶ୍ରୀ ଜିଉ


ଶ୍ରୀଜିଉଙ୍କ ରୌପ୍ୟ ବେଶ  ଦର୍ଶନ ଦେଲେ  ଶ୍ରୀ ଜିଉ


ଜୟପୁର, 3 ସେପ୍ଟେମ୍ବର (ହି.ସ.)

ବଡ ଏକଦାଶୀ ଅବସରରେ ଜୟପୁର ଜଗନ୍ନାଥ ମନ୍ଦିରରେ ଶ୍ରୀଜିଉ ରୌପ୍ୟ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଏହା ସହ ମନ୍ଦିରରେ ସ୍ୱତନ୍ତ୍ର ନିତି କାନ୍ତି ଆଳତି କରାଯାଇଥିବା ମନ୍ଦିରର ମୁଖ୍ୟ ପୁରୋହିତ ଡମ୍ବୁର ଧର ପଣ୍ଡା ଓ ଜଗନ୍ନାଥ ତ୍ରିପାଠି ସୁଚନା ଦେଇଛନ୍ତି । ମନ୍ଦିର ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି । ଏହା ସହ ବଲ୍ଲଭ ନାରାୟଣଙ୍କୁ ମଧ୍ୟ ରୌପ୍ୟ ବେଶରେ ସଜ୍ଜି କରାଯାଇଥିବା ବେଳେ ସ୍ୱତନ୍ତ୍ର ନିତି କାନ୍ତ କରାଯାଇଛି । କଣ୍ଡାରା ସାହି ସ୍ଥିତ ଲକ୍ଷ୍‌ମୀ ନୃସିଂହ ମନ୍ଦିରେ ମଧ୍ୟ ସ୍ୱତନ୍ତ୍ର ନିତି କାନ୍ତ କରାଯାଇଥିବା ପୁରୋହିତ ସୁନିଲ ଆଚାଯ୍ୟ ସୁଚନା ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande