ଜିନ୍ଦଲ ଓ ପୋସ୍କୋ ସହ ହୋଇଥିବା ଏମ. ଓ. ୟୁ ରଦ୍ଦ କରାଯାଉ ନେଇ ଆନ୍ଦୋଳନ କରିବ ବିରୋଧୀ ମଂଚ
କେନ୍ଦୁଝର, ୩ ସେପ୍ଟେମ୍ବର (ହି.ସ.) - ଆସନ୍ତାକାଲି ଜିନ୍ଦଲ ପୋସ୍କୋ ପ୍ରତିରୋଧ ମଂଚ, ପାଟଣା କେନ୍ଦୁଝର ପକ୍ଷରୁ ଜିନ୍ଦଲ ଓ ପୋସ୍କୋ ସହ ହୋଇଥିବା ଏମ. ଓ. ୟୁ ରଦ୍ଦ କରାଯାଉ ନେଇ ଆନ୍ଦୋଳନ କରିବ ବିରୋଧୀ ମଂଚ । ଚାଷ ଜମିରେ ଶିଳ୍ପ ପ୍ରତିଷ୍ଠା ବନ୍ଦ କରାଯାଉ କ୍ଷ ସରକାରୀ ଉଦ୍ୟୋଗରେ କେନ୍ଦୁଝର ଜିଲ୍ଲାରେ ଥ
ଜିନ୍ଦଲ ଓ ପୋସ୍କୋ ସହ ହୋଇଥିବା ଏମ. ଓ. ୟୁ ରଦ୍ଦ କରାଯାଉ ନେଇ ଆନ୍ଦୋଳନ କରିବ ବିରୋଧୀ ମଂଚ


କେନ୍ଦୁଝର, ୩ ସେପ୍ଟେମ୍ବର (ହି.ସ.) - ଆସନ୍ତାକାଲି ଜିନ୍ଦଲ ପୋସ୍କୋ ପ୍ରତିରୋଧ ମଂଚ, ପାଟଣା କେନ୍ଦୁଝର ପକ୍ଷରୁ ଜିନ୍ଦଲ ଓ ପୋସ୍କୋ ସହ ହୋଇଥିବା ଏମ. ଓ. ୟୁ ରଦ୍ଦ କରାଯାଉ ନେଇ ଆନ୍ଦୋଳନ କରିବ ବିରୋଧୀ ମଂଚ । ଚାଷ ଜମିରେ ଶିଳ୍ପ ପ୍ରତିଷ୍ଠା ବନ୍ଦ କରାଯାଉ କ୍ଷ ସରକାରୀ ଉଦ୍ୟୋଗରେ କେନ୍ଦୁଝର ଜିଲ୍ଲାରେ ଥିବା ଖଣି ଭିତିକ କାରଖାନା ନିର୍ମାଣ କରାଯାଉ ଦାବିରେ ଜିଲ୍ଲାପାଳ ଅଫିସ ସମୁଖରେ ଏକ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହେବ । ୩ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ଦିଆଯିବ ବୋଲି ପ୍ରକାଶ କରିଛନ୍ତି ଜେପିଏମ ସମ୍ପାଦକ ବେଣୁଧର ସର୍ଦ୍ଦାର।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande