ଦଳ କିଛି ଜଣଙ୍କ ଦ୍ୱାରା ପରିଚାଳିତ ହେଲେ ଅସନ୍ତୋଷ ବଢିବ-  ଭୂପିନ୍ଦର ସିଂ
ଭୁବନେଶ୍ୱର, 3 ସେପ୍ଟେମ୍ବର (ହି.ସ.)-ନବୀନ ପଟ୍ଟନାୟକ ରାଜ୍ୟର ସମ୍ପତ୍ତି କୌଣସି ବ୍ୟକ୍ତିର ନୁହଁନ୍ତି ଏଥିରେ ଦୁଇମତ ନାହିଁ । ଯିଏ ଯାହା କହୁଛି ତାହା ବିଭିନ୍ନ ଘଟଣାକୁ ଦେଖିବା ପରେ ହିଁ କହୁଛନ୍ତି । ସମସ୍ତଙ୍କୁ ନେଇ ନିଷ୍ପତ୍ତି ନିଆଗଲେ ତାହା କେବେ ବି ଭୁଲ ହୁଅନ୍ତା
ଦଳ କିଛି ଜଣଙ୍କ ଦ୍ୱାରା     ପରିଚାଳିତ ହେଲେ ଅସନ୍ତୋଷ ବଢିବ-  ଭୂପିନ୍ଦର     ସିଂ


ଭୁବନେଶ୍ୱର, 3 ସେପ୍ଟେମ୍ବର (ହି.ସ.)-ନବୀନ ପଟ୍ଟନାୟକ

ରାଜ୍ୟର ସମ୍ପତ୍ତି କୌଣସି ବ୍ୟକ୍ତିର ନୁହଁନ୍ତି ଏଥିରେ ଦୁଇମତ ନାହିଁ । ଯିଏ ଯାହା କହୁଛି ତାହା

ବିଭିନ୍ନ ଘଟଣାକୁ ଦେଖିବା ପରେ ହିଁ କହୁଛନ୍ତି । ସମସ୍ତଙ୍କୁ ନେଇ ନିଷ୍ପତ୍ତି ନିଆଗଲେ ତାହା

କେବେ ବି ଭୁଲ ହୁଅନ୍ତା ନାହିଁ । ଯେତେବେଳେ କିଛି ଜଣଙ୍କ ଦ୍ଵାରା ପରିଚାଳିତ ହେବ ଦଳ ତାହାଲେ

ନିଶ୍ଚିତ ଭାବେ ଅସନ୍ତୋଷ ଆସିବ ତାହା ଦଳ ପାଇଁ କ୍ଷତି କାରକ ବୋଲି କହିଛନ୍ତି ବରିଷ୍ଠ ବିଜେଡି

ନେତା ଭୂପିନ୍ଦର ସିଂ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande